bjd meet ceo against bjp

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର : ପୁଣି ଆଚରଣବିଧି ଉଲ୍ଲଂଘନ କଲା ବିଜେପି । ଟିଟିଲାଗଡ଼ର ବିଜେପି ପ୍ରାର୍ଥୀ ନବୀନ ଜୈନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ସାଇଲେଣ୍ଟ ଆୱାରରେ ସେ କରିଛନ୍ତି ନିର୍ବାଚନ ପ୍ରଚାର । ସାଧାରଣ ସଭାରେ ସେ ଲୋକଙ୍କୁ ଧମକ ଦେଇଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଘରେ ପଶି ପିଟିବା ପାଇଁ ଧମକ ଦେଇଛନ୍ତି ପ୍ରାର୍ଥୀ । କ୍ଷମତା ଲାଳସାରେ ଅନ୍ଧ ହୋଇ ସେ ଏପରି କାର୍ଯ୍ୟ କରିଛନ୍ତି …

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ Read More »

ହାରିବା ଭୟରେ ରକ୍ତ ଚାଉଳ ଚୋବାଉଛି ବିଜେପି

ଭୁବନେଶ୍ୱର: ନିର୍ବାଚନରେ ବିଜେପିର ହେବ ଶୋଚନୀୟ ପରାଜୟ । ଏହା ଜାଣି ସାରିଲାଣି ବିଜେପି । ଏଥିପାଇଁ ବିଜେପି ରାଗରେ ରକ୍ତ ଚାଉଳ ଚୋବାଉଛି । ଶୁକ୍ରବାର ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଏହା ପ୍ରମାଣିତ କରିଛି । ଏନେଇ ଭଟଲି ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ର୍ପୂବରୁ …

ହାରିବା ଭୟରେ ରକ୍ତ ଚାଉଳ ଚୋବାଉଛି ବିଜେପି Read More »

 ବିଜେଡି ପ୍ରଚାର ଗାଡିକୁ ଅଟକାଇ ଧମକାଇଲେ ବିଜେପି ସମର୍ଥକ

ଭୁବନେଶ୍ୱର: ପୁଣି ବିଜେପି କର୍ମୀ କଲେ ଆଇନ ଉଲ୍ଲଂଘନ । ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି ଯାଉଥିଲା । ଏହି ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ବାଇକ ରାଲିରେ ଆସୁଥିବା ସମର୍ଥକ ଓ କର୍ମୀ ତାଙ୍କ ପ୍ରଚାର ଗାଡ଼ିକୁ ଅଟକାଇଥିଲେ …

 ବିଜେଡି ପ୍ରଚାର ଗାଡିକୁ ଅଟକାଇ ଧମକାଇଲେ ବିଜେପି ସମର୍ଥକ Read More »

RSS
Follow by Email
Scroll to Top
Close Bitnami banner
Bitnami