ଅମର ଶତପଥୀ ହେଲେ ଦଳର ବରିଷ୍ଠ ଉପସଭାପତି, ଶ୍ରୀମୟୀ କାର୍ଯ୍ୟକାରୀ ସଭାପତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ନେତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି । ସେହିପରି ସରୋଜ ସାମଲଙ୍କୁ ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଶାନ୍ତ …
ଅମର ଶତପଥୀ ହେଲେ ଦଳର ବରିଷ୍ଠ ଉପସଭାପତି, ଶ୍ରୀମୟୀ କାର୍ଯ୍ୟକାରୀ ସଭାପତି Read More »