ପ୍ରତିବର୍ଷ ପ୍ରବାସୀ ପକ୍ଷୀ କ’ଣ ପାଇଁ ଭାରତ ଆସନ୍ତି,ଜାଣନ୍ତୁ ବିଜ୍ଞାନ କ’ଣ କହୁଛି

ପ୍ରତିବର୍ଷ ହଜାର ହଜାର ପକ୍ଷୀ ୟୁରୋପ ଏବଂ ଋଷରୁ ଭାରତକୁ ଆସିଥାନ୍ତି । ଏହି ପକ୍ଷୀ ଭାରତର ବିଭିନ୍ନ ହ୍ରଦ ଓ ନଦୀରେ ଅନେକ ମାସ ବିତାଇଥାନ୍ତି । ହଜାର ହଜାର କିଲୋମିଟରର ଏହି ଯାତ୍ରାପଥରେ ସେମାନେ ବିନା ଅଟକି ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । କିନ୍ତୁ ପକ୍ଷୀମାନେ କାହିଁକି ଏମିତି ଏକ ଯାତ୍ରାରେ ବାହାରନ୍ତି? ଛୋଟ ଛୋଟ ପକ୍ଷୀମାନଙ୍କୁ ଏତେ ଦୂର ଦୂରାନ୍ତକୁ ଯାତ୍ରା କରିବାକୁ ବାଧ୍ୟ କରୁଥିବା କାରଣ କ’ଣ, ଏବଂ ସେମାନେ ନିୟମିତ …

ପ୍ରତିବର୍ଷ ପ୍ରବାସୀ ପକ୍ଷୀ କ’ଣ ପାଇଁ ଭାରତ ଆସନ୍ତି,ଜାଣନ୍ତୁ ବିଜ୍ଞାନ କ’ଣ କହୁଛି Read More »