‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଛୋଟ ପରଦାର ପ୍ରସିଦ୍ଧ ଧାରାବାହିକ ‘ବାଳିକା ବଧୁ’ ରେ ଆନନ୍ଦୀ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିକା ଗୌର । ରାଜସ୍ଥାନୀ ପୃଷ୍ଠଭୂମିରେ ନିର୍ମିତ ଏହି ଧାରାବାହିକରେ ନିଖୁଣ ଅଭିନୟ କରିଥିଲେ ଅଭିକା । ତେବେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଅଭିକାଙ୍କ ଗ୍ଲାମରସ୍ ଲୁକ୍ ଏବେ ସୋସିଆଲ ମିଡିଆରେ ଦେଖି ପ୍ରଶଂସକ ପାଗଳ । ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କ ପସନ୍ଦ ହୋଇଛି । ବାଳିକାବଧୁ …

‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ Read More »