42 ବର୍ଷ ତଳରେ କଳାଦିନ ଯେଉଁଦିନ 800 ଟ୍ରେନଯାତ୍ରୀ ଦୁର୍ଘଟଣାରେ ହାରିଥିଲେ ଜୀବନ
ବାଲେଶ୍ୱରର ବାହାନାଗରେ ଘଟିଥିବା ଭୀଷଣ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 3ଶହରୁ ଅଧିକ ହେବାର ଆଶଙ୍କା କରାଯାଉଛି। ତିନୋଟି ଟ୍ରେନ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା 42 ବର୍ଷ ତଳରେ ଗୋଟିଏ ଦୁର୍ଘଟଣା କଥା ମନେ ପକାଇ ଦେଉଛି ଯେଉଁଦିନ 8ଶହ ଯାତ୍ରୀ ଗୋଟିଏ ନଦୀରେ ନେଇଥିଲେ ସଲୀଳ ସମାଧୀ। ଯାହାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥାଏ। 42 ବର୍ଷ ତଳର କଳାଦିନ 42 ବର୍ଷ ତଳେ ବିହାରରେ ଘଟିଥିଲା ଏହି ଦୁର୍ଘଟଣା। ବର୍ଷ …
42 ବର୍ଷ ତଳରେ କଳାଦିନ ଯେଉଁଦିନ 800 ଟ୍ରେନଯାତ୍ରୀ ଦୁର୍ଘଟଣାରେ ହାରିଥିଲେ ଜୀବନ Read More »