କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ, ଷ୍ଟାଫଙ୍କୁ ଦିଆଯିବ ରିଫ୍ରେସର ଟ୍ରେନିଂ

ଭୁବନେଶ୍ୱର: ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଆଗରୁ ସ୍ଥଳ ବିଶେଷରେ ପିଲାଙ୍କ ଗୋଡ଼ରେ ଟ୍ୟାଗ ଲଗାଯାଉଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆହୁରି କଡ଼ାକଡ଼ି ଭାବେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଷ୍ଟାଫଙ୍କୁ ରିଫ୍ରେସର ଟ୍ରେନିଂ ଦିଆଯିବ । ଏହାସହ ଜନ୍ମ ହେବା ପରେ ପିଲାଙ୍କ ଫୁଟ ପ୍ରିଣ୍ଟ ରଖିବା ବ୍ୟବସ୍ଥା ବି କରାଯିବ । ପିଲା ଜନ୍ମ ହେବା ପରେ ମାଆଙ୍କୁ …

କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ, ଷ୍ଟାଫଙ୍କୁ ଦିଆଯିବ ରିଫ୍ରେସର ଟ୍ରେନିଂ Read More »