ayodhya ram mandir \

୫୦୦ ବର୍ଷ ପରେ ଗ୍ରାମବାସୀ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ

ନୂଆଦିଲ୍ଲୀ: ପୂରଣ ହେଲା ଦୀର୍ଘ ୫ଶହ ବର୍ଷର ପ୍ରତିଜ୍ଞା । ଅଯୋଧ୍ୟାକୁ ଲାଗି ରହିଥିବା ସରାୟରାସି ଗ୍ରାମବାସୀଙ୍କ ଏହି ପ୍ରତିଜ୍ଞା ପୂରଣ ହୋଇଛି । ଗ୍ରାମବାସୀ ପାଞ୍ଚ ଶହ ବର୍ଷ ପରେ ପୁଣି ଥରେ ପଗଡ଼ି ପିନ୍ଧିଛନ୍ତି । ରାମ ମନ୍ଦିର ପାଇଁ କରିଥିଲେ ଏହି ପ୍ରତିଜ୍ଞା । ଏଠାକାର ସୂର୍ଯ୍ୟବଂଶୀ ଠାକୁରମାନଙ୍କ କହିବା ଅନୁସାରେ ସେମାନଙ୍କ ପୂର୍ବଜ ଗଜରାଜ ସିଂ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ନିଜ ମନ୍ଦିରରେ ପୁଣି ଥରେ ବିରାଜମାନ …

୫୦୦ ବର୍ଷ ପରେ ଗ୍ରାମବାସୀ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ Read More »

ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ

ଅଯୋଧ୍ୟା: ଆଉ ମାତ୍ର ଦୁଇ ଦିନ ପରେ ଅଯୋଧ୍ୟାେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଏହା ପୂର୍ବରୁ ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଆଜି ପ୍ରଥମ ଥର ଅଯୋଧ୍ୟା ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ଫଟୋ ସାମ୍ନାକୁ ଆସିଛି । ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ଏବେ ସୋସିଆଲ ମିଡ଼ିଆରେ …

ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ Read More »

ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ

ନୂଆଦିଲ୍ଳୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଅଯୋଧ୍ୟାରେ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବେ ଏହାର ଉଦଘାଟନୀ ଉତ୍ସବ ଉପରେ ସମସ୍ତଙ୍କ ନଜର । ଲୋକମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏହା ସେମାନଙ୍କ କାର୍ଯ୍ୟକଳାପରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି । ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, …

ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ Read More »

ଆକାଶ ମାର୍ଗରୁ ଭକ୍ତ ବୁଲି ଦେଖି ପାରିବେ ରାମ ମନ୍ଦିର

ଅଯୋଧ୍ୟା: ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମ ମନ୍ଦିରକୁ ଆକାଶମାର୍ଗରୁ ବୁଲି ଦେଖି ପାରିବେ ଭକ୍ତ । ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ସରକାର ରାମ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ବିକାଶର ନୂତନ ଦିଗ ସୃଷ୍ଟି କରୁଥିବା ଅଯୋଧ୍ୟା ଧାମ ପରିଦର୍ଶନ କରିବାକୁ ଅନୁମତି ଦେବେ । ସରକାର ରାଜ୍ୟର ୬ ଟି ଜିଲାରୁ ହେଲିକପ୍ଟର ସେବା …

ଆକାଶ ମାର୍ଗରୁ ଭକ୍ତ ବୁଲି ଦେଖି ପାରିବେ ରାମ ମନ୍ଦିର Read More »

ଅଯୋଧ୍ୟା ରାମମନ୍ଦିରକୁ ବହୁ ଉପହାର ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର …

ଅଯୋଧ୍ୟା ରାମମନ୍ଦିରକୁ ବହୁ ଉପହାର ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ Read More »

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ୪ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଆଉ ମାତ୍ର ୧୦ ଦିନ ବାକି ରହିଲା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ । ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ୪ ଶଙ୍କରାଚାର୍ଯ୍ୟ । ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ …

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ୪ ଶଙ୍କରାଚାର୍ଯ୍ୟ Read More »

ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ …

ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ Read More »

RSS
Follow by Email
Scroll to Top
Close Bitnami banner
Bitnami