ayodhya ram mandir \

ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ

ନୂଆଦିଲ୍ଲୀ: ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ରାମଲଲାଙ୍କୁ ଦର୍ଶନ କରିବା ପାଇଁ ତିନି ଦିନ ହେଲାଣି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି । ସେହିପରି ଜଣେ ମୁସଲମାନ ଯୁବତୀ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ୧୪୦୦ …

ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ Read More »

ଗୋଆ ନେବାକୁ କହି ଅଯୋଧ୍ୟା ନେବାରୁ ଛାଡ଼ପତ୍ର ଦେଲେ ସ୍ତ୍ରୀ

ଭୋପାଳ : ଏବେ ଚାରିଆଡ଼େ ରାମଲଲାଙ୍କ ଚର୍ଚ୍ଚା । ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ୨୩ରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଉଛନ୍ତି । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ …

ଗୋଆ ନେବାକୁ କହି ଅଯୋଧ୍ୟା ନେବାରୁ ଛାଡ଼ପତ୍ର ଦେଲେ ସ୍ତ୍ରୀ Read More »

ଅଯୋଧ୍ୟାରେ ଲୁଚିକି ରାମଲଲାଙ୍କ ଦର୍ଶନ କଲେ ଅନୁପମ ଖେର

ମୁମ୍ବାଇ: ରାମଲଲାଙ୍କୁ ଦର୍ଶନ କରିଥିଲି । ହେଲେ ମନ ଭରି ନ ଥିଲା । ରାମଲଲାଙ୍କୁ ପୁଣି ଦେଖିବାକୁ ଇଛା ହେଲା । ଏତେ ଭିଡ଼ ଥିଲା ଯେ ପୁଣି ଥରେ ଯିବା ସମ୍ଭବ ନ ଥିଲା । ରାମଲଲାଙ୍କ ମୁହଁ ମୋତେ ଏମିତି ଆକୃଷ୍ଟ କଲା ଯେ, ନିଜକୁ ରୋକିପାରିଲି ନାହିଁ । ଆଉଟିକେ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ରେ ମୁହଁରେ ସାଲ୍ ଘୋଡ଼ାଇ ପଶିଥିଲି । ଠେଲାପେଲା ଭିତରେ ରାମଲଲାଙ୍କୁ ଦର୍ଶନ ବି …

ଅଯୋଧ୍ୟାରେ ଲୁଚିକି ରାମଲଲାଙ୍କ ଦର୍ଶନ କଲେ ଅନୁପମ ଖେର Read More »

୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର । ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି । ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି । ଅଳଙ୍କାର ଗଢିବାକୁ ଲାଗିଥିଲା ମାତ୍ର ୧୨ ଦିନ ଏହି ସମ୍ପୂର୍ଣ୍ଣ ଗହଣାରେ …

୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା Read More »

ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା

ଅଯୋଧ୍ୟା : ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମଙ୍ଗଳବାର ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ …

ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା Read More »

ରାମ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା କେବଳ ପ୍ରଦର୍ଶନ

ଗୌହାଟୀ: ଆଜି ଦଶମ ଦିନରେ ପହଞ୍ଚିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିରୋଧୀ ଦଳ ଏବଂ ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ସେ କଂଗ୍ରେସର ରଣନୀତି ବିଷୟରେ ଉଲ୍ଲେଖ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ପଛରେ ନ୍ୟାୟ ଚିନ୍ତାଧାରା ରହିଛି । ଯାହାର ୫ଟି ସ୍ତମ୍ଭ ଅଛି । ଏହି ୫ଟି …

ରାମ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା କେବଳ ପ୍ରଦର୍ଶନ Read More »

ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା

ଅଯୋଧ୍ୟା: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜିଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଲା । ପରେ ସ୍ଥିତି ଅଣାୟତ୍ତ ହୋଇପଡିଲା । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ …

ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା Read More »

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ଆୟୋଜିତ ହେବ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମଗ୍ର ସହରକୁ ଆଧ୍ୟାତ୍ମିକ ରଙ୍ଗରେ ସଜାଯାଇଛି । ସମଗ୍ର ମନ୍ଦିର କମ୍ପେ୍ଲକ୍ସର ସୌନ୍ଦର୍ଯ୍ୟ ବେଶ୍ ଆକର୍ଷିତ ହୋଇଛି । ଏଥିପାଇଁ ସର୍ବନିମ୍ନ ରୀତିନୀତି ପାଳନ କରାଯାଇଛି । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିଠାରେ ଅନୁଷ୍ଠିତ ପ୍ରାଣ ପ୍ରତିଷ୍ଠା ସମାରୋହରେ ସକାଳ ୧୦ ଟାରୁ ‘ମଙ୍ଗଳ ଧ୍ୱନୀ’ର …

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା Read More »

ଆଲୋକମାଳା, ଫୁଲରେ ଝଲସୁଛି ରାମ ମନ୍ଦିର

ଅଯୋଧ୍ୟା: ରାତି ପାହିଲେ ଆୟୋଜିତ ହେବ ଅଯୋଧ୍ୟା ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏବେଠୁ ନବବଧୂ ପରି ସଜ୍ଜେଇ ହୋଇଛି ରାମମନ୍ଦିର । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମା ସ୍ଥାପନ ହେବା ନେଇ ପୂରା ଦେଶ ଉତ୍ସାହର ସହିତ ଚାହିଁ ରହିଛି । ତେବେ ଉତ୍ସବ ପାଇଁ ରାମ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ …

ଆଲୋକମାଳା, ଫୁଲରେ ଝଲସୁଛି ରାମ ମନ୍ଦିର Read More »

ଅନ୍‌ଲାଇନ୍‌ରେ ମଗାଉଛନ୍ତି କି ରାମ ମନ୍ଦିରର ପ୍ରସାଦ, ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ନେଇ ପୁରା ଦେଶବାସୀ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ସୋସିଆଲ ମିଡ଼ିଆରେ ବ୍ୟବସ୍ଥା କରିଛନ୍ତିି । ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ୱେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି । ହେଲେ କ’ଣ ବାସ୍ତବରେ ୱେବସାଇଟ୍ ଜରିଆରେ ରାମ …

ଅନ୍‌ଲାଇନ୍‌ରେ ମଗାଉଛନ୍ତି କି ରାମ ମନ୍ଦିରର ପ୍ରସାଦ, ଜାଣନ୍ତୁ ପ୍ରକୃତ ସତ… Read More »

RSS
Follow by Email
Scroll to Top
Close Bitnami banner
Bitnami