ayodhya ram mandir pran pratishtha

ଘର ପାଉନାହାନ୍ତି ଲକ୍ଷ୍ମଣ; ଖାଲି ନାହିଁ ହୋଟେଲ୍ ରୁମ୍‌

ଅଯୋଧ୍ୟା: ଆଉ ମାତ୍ର କିଛି ଦିନ ବାକି ରହିଛି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଅଛନ୍ତି । ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିଲେଣି । ଏଥିଲାଗି ଅଯୋଧ୍ୟାରେ ସମସ୍ତ ହୋଟେଲ ହାଉସଫୁଲ ହୋଇସାରିଛି । ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ଗତ ୧୭ ଜାନୁଆରୀରେ …

ଘର ପାଉନାହାନ୍ତି ଲକ୍ଷ୍ମଣ; ଖାଲି ନାହିଁ ହୋଟେଲ୍ ରୁମ୍‌ Read More »

ମୋଦିଙ୍କ ଉପରେ ବର୍ଷିଲେ ଅଧୀର, କହିଲେ ମୋଦି ଦେଶର ଏକମାତ୍ର ହିନ୍ଦୁ ?

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ରାମ ମନ୍ଦିର ସମ୍ପର୍କରେ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ ଭାଜପା ବ୍ୟବହାର କରି ତାଙ୍କୁ ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଭୁ ରାମ ମନ୍ଦିରର …

ମୋଦିଙ୍କ ଉପରେ ବର୍ଷିଲେ ଅଧୀର, କହିଲେ ମୋଦି ଦେଶର ଏକମାତ୍ର ହିନ୍ଦୁ ? Read More »

ଅଯୋଧ୍ୟାରେ ରାମଲଲାଙ୍କ ପ୍ରଥମ ଝଲକ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଗବାନ ରାମଙ୍କ ପ୍ରତିମାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ଗର୍ଭଗୃହରେ ପ୍ରବେଶ କରିଛନ୍ତି । ଗର୍ଭଗୃହରେ ପ୍ରବେଶ କଲେ ରାମଲଲା ଗୁରୁବାର ରାତିରେ ରାମଲଲା ମୂର୍ତ୍ତିର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି । ପ୍ରାଣ ପ୍ରତିଷ୍ଠା …

ଅଯୋଧ୍ୟାରେ ରାମଲଲାଙ୍କ ପ୍ରଥମ ଝଲକ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami