ayodhya ram mandir pran pratishtha

ରାମ ମନ୍ଦିରରେ ପ୍ରତିଷ୍ଠା ହେଲା ସୁନାର ରାମଚରିତମାନସ

ଅଯୋଧ୍ୟା: ଗତ ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ …

ରାମ ମନ୍ଦିରରେ ପ୍ରତିଷ୍ଠା ହେଲା ସୁନାର ରାମଚରିତମାନସ Read More »

ପ୍ରତିଦିନ ଦୁଇଥର ଖାଲି କରିବାକୁ ପଡୁଛି ରାମଲଲାଙ୍କ ଦାନ ବାକ୍ସ

ଅଯୋଧ୍ୟା: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଥିଲା । ଇତିମଧ୍ୟରେ ୧୧ ଦିନ ବିତିଗଲାଣି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ରାମ ଜନ୍ମଭୂମିରେ ରାମଲଲାଙ୍କୁ ଦର୍ଶକ କରିସାରିଲେଣି । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ସହିତ ଦାନ ବି କରୁଛନ୍ତି । ଗତ …

ପ୍ରତିଦିନ ଦୁଇଥର ଖାଲି କରିବାକୁ ପଡୁଛି ରାମଲଲାଙ୍କ ଦାନ ବାକ୍ସ Read More »

ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ

ନୂଆଦିଲ୍ଲୀ: ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ରାମଲଲାଙ୍କୁ ଦର୍ଶନ କରିବା ପାଇଁ ତିନି ଦିନ ହେଲାଣି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି । ସେହିପରି ଜଣେ ମୁସଲମାନ ଯୁବତୀ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ୧୪୦୦ …

ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ Read More »

ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା

ଅଯୋଧ୍ୟା : ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମଙ୍ଗଳବାର ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ …

ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା Read More »

ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର

ଅଯୋଧ୍ୟା: ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜି ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିର । ଆଜିଠୁ ରାମଲାଲାଙ୍କୁ ସାଧାରଣ ଲୋକ ଦର୍ଶନ କରି ପାରିବେ । ଭୋର ୩ଟାରୁ ରାମଲାଲାଙ୍କୁ ଦର୍ଶନ ଓ ପୂଜାପାଠ କରିବା ପାଇଁ ଭକ୍ତମାନେ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଭିଡ଼ ଜମାଇଥିଲେ । ସକାଳ ୭ଟାରେ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀ ରାମ ଲାଲାଙ୍କ ଦର୍ଶନ …

ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର Read More »

ସାଧାରଣ ଜନତାଙ୍କ ପାଇଁ ଏହି ଦିନ ଖୋଲିବ ରାମ ମନ୍ଦିର

ଅଯୋଧ୍ୟା: ସୋମବାର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେଇଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲାଯିବ । ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ଦେଶର ସାଧାରଣ …

ସାଧାରଣ ଜନତାଙ୍କ ପାଇଁ ଏହି ଦିନ ଖୋଲିବ ରାମ ମନ୍ଦିର Read More »

ଅନେକ ସେଲିବ୍ରିଟିଙ୍କୁ ମିଳିନି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ

ମୁମ୍ବାଇ: ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠା କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ରାଜନେତା,ବିଶିଷ୍ଟଙ୍କଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଉ ସମସ୍ତେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଲିବ୍ରିଟିମାନଙ୍କ ଫଟୋ ଏବଂ ଭିଡିଓ …

ଅନେକ ସେଲିବ୍ରିଟିଙ୍କୁ ମିଳିନି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ Read More »

୧୦୧ କେଜି ସୁନା ଦାନ କରିଛନ୍ତି ହୀରା ବ୍ୟବସାୟୀ

ଅଯୋଧ୍ୟା: ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେଉଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା । …

୧୦୧ କେଜି ସୁନା ଦାନ କରିଛନ୍ତି ହୀରା ବ୍ୟବସାୟୀ Read More »

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ଆୟୋଜିତ ହେବ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମଗ୍ର ସହରକୁ ଆଧ୍ୟାତ୍ମିକ ରଙ୍ଗରେ ସଜାଯାଇଛି । ସମଗ୍ର ମନ୍ଦିର କମ୍ପେ୍ଲକ୍ସର ସୌନ୍ଦର୍ଯ୍ୟ ବେଶ୍ ଆକର୍ଷିତ ହୋଇଛି । ଏଥିପାଇଁ ସର୍ବନିମ୍ନ ରୀତିନୀତି ପାଳନ କରାଯାଇଛି । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିଠାରେ ଅନୁଷ୍ଠିତ ପ୍ରାଣ ପ୍ରତିଷ୍ଠା ସମାରୋହରେ ସକାଳ ୧୦ ଟାରୁ ‘ମଙ୍ଗଳ ଧ୍ୱନୀ’ର …

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା Read More »

ରାମଲଲାଙ୍କ ମୂର୍ତ୍ତିରେ ରହିଛି ଦଶାବତାରଙ୍କ ଚିତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ଅନୁଷ୍ଠିତ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ । ରାମ ମନ୍ଦିର ଗର୍ଭ ଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ଫଟୋ ସାମ୍ନାକୁ ଆସି ସାରିଛି । ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କଳା …

ରାମଲଲାଙ୍କ ମୂର୍ତ୍ତିରେ ରହିଛି ଦଶାବତାରଙ୍କ ଚିତ୍ର Read More »

RSS
Follow by Email
Scroll to Top
Close Bitnami banner
Bitnami