ayodhya ram mandir \

ଦେଶରେ ପୁଣି ସକ୍ରିୟ ହେଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଗତ କିଛିଦିନ ହେବ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଦେଶର ୩ଟି ସ୍ଥାନ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ବର୍ତ୍ତମାନ ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବାନେଇ ସୂଚନା ମିଳିଛି । ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ସାମ୍ନାକୁ ଆସିଛି। ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରାମ ମନ୍ଦିର ଉପରେ ଆକ୍ରମଣର ଅଡିଓ ଚେତାବନୀ ଦେଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବାପରେ …

ଦେଶରେ ପୁଣି ସକ୍ରିୟ ହେଲେ ଆତଙ୍କବାଦୀ Read More »

ରାମଲଲାଙ୍କ ମଥାରେ ଚମକିଲା ସୂର୍ଯ୍ୟ କିରଣ

ଅଯୋଧ୍ୟା: ରାମ ନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା । ଏହି ଅଲୌକିକ ଦୃଶ୍ୟ ଭକ୍ତିରେ ଭରି ଥିଲା । ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର କମ୍ପେ୍ଲକ୍ସ ଶ୍ରୀ ରାମଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା । ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାମ ନବମୀ …

ରାମଲଲାଙ୍କ ମଥାରେ ଚମକିଲା ସୂର୍ଯ୍ୟ କିରଣ Read More »

ରାମ ମନ୍ଦିରରେ ପ୍ରତିଷ୍ଠା ହେଲା ସୁନାର ରାମଚରିତମାନସ

ଅଯୋଧ୍ୟା: ଗତ ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ …

ରାମ ମନ୍ଦିରରେ ପ୍ରତିଷ୍ଠା ହେଲା ସୁନାର ରାମଚରିତମାନସ Read More »

ପ୍ରଥମଥର ହୋଲି ଖେଳିବେ ରାମଲଲ୍ଲା

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଆସୁଛି ରଙ୍ଗର ପର୍ବ ହୋଲି । ଏହି ହୋଲି ଉତ୍ସବକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ପ୍ରଥମ ଥର ହୋଲି ଖେଳିବେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲା । ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି । ହୋଲିକୁ ଧୁମଧାମରେ ପାଳନ କରିବା ପାଇଁ ଅନେକ ଦିନରୁ ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ରାମଲଲ୍ଲା ପ୍ରଥମ …

ପ୍ରଥମଥର ହୋଲି ଖେଳିବେ ରାମଲଲ୍ଲା Read More »

ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଅଯୋଧ୍ୟା : ଆମେରିକାରେ ବୁଲିବ ରାମଲଲ୍ଲାଙ୍କ ରଥ । ତାହା ପୁଣି ୮ ହଜାର ମାଇଲ । ୬୦ ଦିନ ମଧ୍ୟରେ ଏହି ରଥ ୮୫୧ ମନ୍ଦିର ପରିଦର୍ଶନ କରିବ । ଆମେରିକାର ଶିକାଗୋରୁ ବାହାରିବାକୁ ଥିବା ରାମଲଲ୍ଲାଙ୍କ ରଥ ଦେଶର ୪୮ ରାଜ୍ୟ ଭ୍ରମଣ କରିବ । ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ୬୦ ଦିନରେ ବୁଲିବ ୮୫୧ ମନ୍ଦିର ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍‌ପିଏ) …

ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ Read More »

ଦୈନିକ ଘଣ୍ଟାଏ ବିଶ୍ରାମ ନେବେ ରାମଲଲ୍ଲା

ଅଯୋଧ୍ୟା: ଏଣିକି ପ୍ରତ୍ୟେକ ଦିନ ଘଣ୍ଟାଏ ବିଶ୍ରାମ ନେବେ ରାମଲଲ୍ଲା । ଦୈନିକ ଅପରାହ୍ନରେ ରାମଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇଛି । ରାମ ମନ୍ଦିର ଦର୍ଶନ ନେଇ ନୂତନ କାର୍ଯ୍ୟନିର୍ଘଣ୍ଟ କରାଯାଇଛି । ରାମ ଲଲ୍ଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରିବାରୁ ଏହି ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯାଇଛି । ମଧ୍ୟାହ୍ନ ସାଢେ ୧୨ଟାରୁ ସାଢେ ୧ଟା ଯାଏ ବନ୍ଦ ରହିବ ମନ୍ଦିର ମୁଖ୍ୟ ପୂଜକ ଗୁରୁତ୍ୱାରୋପ କରି …

ଦୈନିକ ଘଣ୍ଟାଏ ବିଶ୍ରାମ ନେବେ ରାମଲଲ୍ଲା Read More »

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଅଯୋଧ୍ୟା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲଲାଙ୍କ ଦର୍ଶନ କରିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ବାହାରିଥିଲେ । ଅଯୋଧ୍ୟାରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସମସ୍ତେ ଏକାଠି ରାମଲାଲାଙ୍କ ଦର୍ଶନ କରିଥିଲେ । ବିଧାନସଭା ବାଚସ୍ପତି ସତୀଶ ମହାନ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ସହିତ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଏବଂ କୁଣ୍ଡା …

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ Read More »

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟାରେ ଅମିତାଭ

ମୁମ୍ବାଇ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଖେଳାଳି,ବ୍ୟବସାୟୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବଲିଉଡ଼ର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ଏବେ ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣିଥରେ ଅମିତାଭ ଅଯୋଧ୍ୟାରେ ପହଞ୍ଚି ରାମଲଲାଙ୍କ ଦର୍ଶନ କରିଛନ୍ତି । ଅମିତାଭଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ …

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟାରେ ଅମିତାଭ Read More »

ରାମଲଲାଙ୍କ ଠାରେ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ …

ରାମଲଲାଙ୍କ ଠାରେ ହେଉଛି ୫୬ ଭୋଗ Read More »

ଅଯୋଧ୍ୟାରେ ଖୋଲିବ ‘ଶାକାହାରୀ’ କେଏଫସି

ଅଯୋଧ୍ୟା : ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ …

ଅଯୋଧ୍ୟାରେ ଖୋଲିବ ‘ଶାକାହାରୀ’ କେଏଫସି Read More »

RSS
Follow by Email
Scroll to Top
Close Bitnami banner
Bitnami