ଆଉ କାମ କରିବନି ଏଟିଏମ କାର୍ଡ ! ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କଲା ବିଜ୍ଞପ୍ତି

ସମୟ ଅନୁସାରେ ବ୍ୟାଙ୍କ ଗୁଡିକରେ ଅନେକ ନିୟମ ପରିବର୍ତ୍ତନ ହୋଇଥାଏ । ବର୍ତ୍ତମାନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେବିଟ୍ କାର୍ଡ ୩୧ ଅକ୍ଟୋବରରୁ ନିଷ୍କ୍ରିୟ ହୋଇପାରେ । ଫଳସ୍ୱରୂପ, ନଭେମ୍ବର ମାସ ଠାରୁ, ସମ୍ପୃକ୍ତ ବ୍ୟାଙ୍କର ଗ୍ରାହକମାନେ ଆଉ ଡେବିଟ୍ କାର୍ଡ ମାଧ୍ୟମରେ ଆର୍ôଥକ କାରବାର କରିପାରିବେ ନାହିଁ ଏବଂ ଏଟିଏମରୁ ଟଙ୍କା ମଧ୍ୟ ଉଠାଇ ପାରିବେ ନାହିଁ । ଏହା ଏକ ବଡ ସମସ୍ୟା! କିନ୍ତୁ ଏ ବିଷୟରେ ଚିନ୍ତିତ ହେବାର ନାହିଁ । କେବଳ …

ଆଉ କାମ କରିବନି ଏଟିଏମ କାର୍ଡ ! ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କଲା ବିଜ୍ଞପ୍ତି Read More »