ଇଡିର ସମନ୍କୁ ବେଆଇନ କହିଲା ଆପ୍
ନୂଆଦିଲ୍ଲୀ: ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଇଡିରେ ହଜାର ହେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି କହିଛି । ଯେତେବେଳେ ସେ କୋର୍ଟରୁ ଜାମିନରେ ଅଛନ୍ତି, ତେବେ କାହିଁକି ଇଡି ବାରମ୍ବାର ସମନ ପଠାଉଛି ? ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଡାକରା ବେଆଇନ ଅଟେ । ବିଜେପି କାହିଁକି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ ଚାହୁଁଛି? ବୋଲି ପାଲଟା ଆପ ପ୍ରଶ୍ନ କରିଛି । ଜଳ ବୋର୍ଡ ମାମଲାରେ …