ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି
ନୂଆଦିଲ୍ଲୀ : ଜାମିନ ପାଇଁ ଜେଲରେ ଜାଣିଶୁଣି ଅଧିକ ମିଠା ଖାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରେ ଏପରି ଅଭିଯୋଗ କରିଛି ଇଡ଼ି । କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି । ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ । କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ …
ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି Read More »