ଅଯୋଧ୍ୟାରେ ଲୁଚିକି ରାମଲଲାଙ୍କ ଦର୍ଶନ କଲେ ଅନୁପମ ଖେର

ମୁମ୍ବାଇ: ରାମଲଲାଙ୍କୁ ଦର୍ଶନ କରିଥିଲି । ହେଲେ ମନ ଭରି ନ ଥିଲା । ରାମଲଲାଙ୍କୁ ପୁଣି ଦେଖିବାକୁ ଇଛା ହେଲା । ଏତେ ଭିଡ଼ ଥିଲା ଯେ ପୁଣି ଥରେ ଯିବା ସମ୍ଭବ ନ ଥିଲା । ରାମଲଲାଙ୍କ ମୁହଁ ମୋତେ ଏମିତି ଆକୃଷ୍ଟ କଲା ଯେ, ନିଜକୁ ରୋକିପାରିଲି ନାହିଁ । ଆଉଟିକେ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ରେ ମୁହଁରେ ସାଲ୍ ଘୋଡ଼ାଇ ପଶିଥିଲି । ଠେଲାପେଲା ଭିତରେ ରାମଲଲାଙ୍କୁ ଦର୍ଶନ ବି …

ଅଯୋଧ୍ୟାରେ ଲୁଚିକି ରାମଲଲାଙ୍କ ଦର୍ଶନ କଲେ ଅନୁପମ ଖେର Read More »