amrullah saleh

DAB, the afghanistan bank head, afghanistan bank, taliban, rising odisha

ପାଖରେ ଲାପଟପ୍, ହାତରେ କାଲାସ୍ନିକୋଭ, ଇଏ ହେଉଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କ ମୁଖ୍ୟ

ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ କ’ଣ ଯୋଗ୍ୟତା ଆବଶ୍ୟକ ? ସହଜ ଉତ୍ତର ହେଲା ଉଚ୍ଚ ଶିକ୍ଷିତ । ଅର୍ଥନୀତିରେ ବଡ଼ ଅନୁଷ୍ଠାନରୁ ଡିଗ୍ରୀ । କିନ୍ତୁ ଦେଶ ଯଦି ଆଫଗାନିସ୍ତାନ ହୋଇଥାଏ ତେବେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ଲାପଟପ ଚଳାଇ ଜାଣିବା ଯେତିକି ଜରୁରୀ ନୁହେଁ ତା’ଠାରୁ ଅଧିକ କାଲାସ୍ନିକୋଭ୍ ରାଇଫଲ ଠାରୁ ଷ୍ଟ୍ରିଞ୍ଜର ରକେଟ୍ ଚଳାଇ ଜାଣିଥିବା ଆବଶ୍ୟକ । ଲୋକଙ୍କୁ ପଏଣ୍ଟ୍ …

ପାଖରେ ଲାପଟପ୍, ହାତରେ କାଲାସ୍ନିକୋଭ, ଇଏ ହେଉଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କ ମୁଖ୍ୟ Read More »

amrullah saleh, former vice president of afghanistan, amrullah saleh article, panjshir resistance, taliban terrorism, amrullah saleh wife, amrullah saleh daughter, rising odisha

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?

ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର …

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ? Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

RSS
Follow by Email
Scroll to Top
Close Bitnami banner
Bitnami