ଝିଅକୁ ବଙ୍ଗଳା ଗିଫ୍ଟ କଲେ ବିଗ୍ ବି
ମୁମ୍ବାଇ: କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଚ୍ଚନ ପରିବାର । ଅଭିଶେକ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ମତଭେଦ ଠାରୁ ଆରମ୍ଭ କରି ଶାଶୁ ନଣନ୍ଦଙ୍କ ସହ ନୀଳନୟନାଙ୍କ ଭଲ ସଂପର୍କ ନ ଥିବା କଥା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ଏସବୁ ଭିତରେ ଝିଅ ଶ୍ୱେତାଙ୍କୁ ଜୁହୁସ୍ଥିତ ବଙ୍ଗଳା ଗିଫଟ କରି ପୁଣି ଆଲୋଚନାର ବିଷୟ ହୋଇଛନ୍ତି ନିଜେ ବିଗ୍ ବି । ବିଗ୍ ବି ଅମିତାଭ ବଚ୍ଚନଙ୍କ ବଙ୍ଗଳା …