ଥରକେ ୨ ସପ୍ତାହ ଶୁଅନ୍ତି ମହିଳା

ନ୍ୟୁୟର୍କ: କୁମ୍ଭକର୍ଣ୍ଣଙ୍କ ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ ନିଶ୍ଚୟ । ଯିଏ ଥରେ ଶୋଇଲେ ମାସ ମାସ ଧରି ଉଠନ୍ତି ନାହିଁ । କିନ୍ତୁ ଆମେରିକାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ନିଦ ମଧ୍ୟ କୁମ୍ଭକର୍ଣ୍ଣଙ୍କ ପରି । ସେ ଥରେ ଶୋଇଲେ ୨ ସପ୍ତାହ ପର୍ଯ୍ୟନ୍ତ ଉଠି ନ ଥାନ୍ତିି । ସେ କ’ଣ ପାଇଁ ଦୀର୍ଘ ଦିନ ଧରି ଶୋଇ ରହିଥାନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭୁଲିଗଲେ ନିଜ ଜନ୍ମଦିନ …

ଥରକେ ୨ ସପ୍ତାହ ଶୁଅନ୍ତି ମହିଳା Read More »