ଛାଡ଼ପତ୍ର ପାଇଁ ଆବେଦନ କଲେ ଧନୁଷ-ଐଶ୍ୱର୍ଯ୍ୟା
ନୂଆଦିଲ୍ଲୀ: ବିବାହର ୨୦ ବର୍ଷ ପରେ ଅଲଗା ହେବେ ଅଭିନେତା-ନିର୍ଦ୍ଦେଶକ ଧନୁଷ- ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ । ନିକଟରେ ସେମାନେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ପାରସ୍ପରିକ ସମ୍ମତି ଅନୁଯାୟୀ ସେକ୍ସନ୍ ୧୩ ବି – ଛାଡପତ୍ର ଅନୁଯାୟୀ ସେମାନେ ଆବେଦନ କରିଛନ୍ତି । ପୂର୍ବରୁ ୨୦୨୨ ମସିହା ଜାନୁଆରୀରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇ ଘୋଷଣା କରିଥିଲେ । ସେହି ସମୟରେ ସେମାନଙ୍କର ଏପରି ଘୋଷଣା ସେମାନଙ୍କ ଅନୁଗାମୀମାନଙ୍କ …