agniveer, agneepath scheme, indian army recruitment, indian army, modi govt, odia blog, rising odisha

‘ଅଗ୍ନିପଥ’ରୁ ବାହାରିବେ ଦୁର୍ବଳ ସୈନିକ ? କ’ଣ କହୁଛି ସେନା, ଜାଣନ୍ତୁ

ଭାରତ ସରକାର ମଙ୍ଗଳବାର ଦିନ ସ୍ଥଳସେନା, ନୌସେନା ଓ ବାୟୁସେନାରେ ସୈନିକଙ୍କ ଭର୍ତ୍ତି ପାଇଁ ଏକ ନୂଆ ଯୋଜନା ‘ଅଗ୍ନିପଥ’ର ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୪ ବର୍ଷ ପାଇଁ ସୈନିକ ସେନାରେ ସାମିଲ ହେବେ । ଯେଉଁମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ସୁରକ୍ଷା ସମ୍ବନ୍ଧିତ ମନ୍ତ୍ରିମଣ୍ଡଳ ସମିତି ବୈଠକରେ ନୂଆ ଯୋଜନାକୁ ସ୍ୱିକୃତୀ ମିଳିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାର ଘୋଷଣା କରିଛନ୍ତି । ରାଜନାଥଙ୍କ ଅନୁସାରେ ଅଗ୍ନିପଥ ଯୋଜନା …

‘ଅଗ୍ନିପଥ’ରୁ ବାହାରିବେ ଦୁର୍ବଳ ସୈନିକ ? କ’ଣ କହୁଛି ସେନା, ଜାଣନ୍ତୁ Read More »