୧୨ ବର୍ଷ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ
ଜାଗା କିଣି ଘର କରିବା ସବୁବେଳେ ସମସ୍ତଙ୍କ ପାଇଁ ସମ୍ଭବ ହେଉ ନ ଥିବା ବେଳେ ଭଡା ଘରକୁ ବାଛନ୍ତି ଲୋକେ । ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ମଧ୍ୟ ରହିଛି । ଲୋକେ ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଏହା …