ଅଙ୍ଗଦାନ କରିବେ ଅଭିନେତ୍ରୀ ପିଙ୍କି ପ୍ରଧାନ, ବିବାହ ବାର୍ଷିକୀରେ ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ଅଙ୍ଗଦାନ କରିବେ ଓଲିଉଡ଼ ଅଭିନେତ୍ରୀ ପିଙ୍କି ପ୍ରଧାନ । ନିଜର ବିବାହ ବାର୍ଷିକୀରେ ନେଲେ ଏଭଳି ନିଷ୍ପତ୍ତି । ନିଜ ବିବାହବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କର ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ । ଉଭୟେ ବିବାହ ବାର୍ଷିକୀରେ ଅଙ୍ଗଦାନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏ ନେଇ ଆଜି ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ଦେଇଛନ୍ତି …

 ଅଙ୍ଗଦାନ କରିବେ ଅଭିନେତ୍ରୀ ପିଙ୍କି ପ୍ରଧାନ, ବିବାହ ବାର୍ଷିକୀରେ ନେଲେ ନିଷ୍ପତ୍ତି Read More »