ସ୍ୱାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ
ମୁମ୍ବାଇ: ଭାଙ୍ଗିଲା ୧୨ ବର୍ଷର ବୈବାହିକ ସମ୍ପର୍କ । ଦୀର୍ଘ ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ପ୍ରମାଣିତ ହୋଇଛି । ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତ ତଖ୍ତାନୀଙ୍କଠାରୁ ଅଲଗା ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଜୋର ଧ୍ରିଛି । ପିଲାଙ୍କ ହିତ ଦୃଷ୍ଟିକୋଣରୁ ନେଇଛୁ ପଦକ୍ଷେପ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ …