ବାପାଙ୍କୁ ସମ୍ମାନିତ କରାଯାଉଥିବା କାର୍ଯ୍ୟକ୍ରମରେ କାନ୍ଦିଲେ ରିତେଶ
ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ୱର୍ଗତ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଲାଶରାଓ ଦେଶମୁଖଙ୍କ ସ୍ମୃତିରେ କାନ୍ଦୁଥିବାର ନଜର ଆସିଛନ୍ତି । ରବିବାର ମହାରାଷ୍ଟ୍ରର ଲାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରିତେଶ । ସେଠାରେ ତାଙ୍କ ପିତା ତଥା ବିଶିଷ୍ଟ କଂଗ୍ରେସ ନେତା ବିଲାଶରାଓଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା । ତେବେ ସେହି କାର୍ଯ୍ୟକ୍ରମରେ ସେ କାନ୍ଦୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ଅଭିନେତାଙ୍କ ଭାଷଣର ଏକ ଭିଡିଓ ଭାଇରାଲ୍ ହୋଇଛି …
ବାପାଙ୍କୁ ସମ୍ମାନିତ କରାଯାଉଥିବା କାର୍ଯ୍ୟକ୍ରମରେ କାନ୍ଦିଲେ ରିତେଶ Read More »