ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇଲେ, କ୍ଷମା ମାଗିଲେ ସୁରେଶ ଗୋପୀ

ମୁମ୍ବାଇ: ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇବା ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ସେ ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ସାମ୍ବାଦିକ ସଂଘ କରିଥିଲେ ବିରୋଧ ସୁରେଶ କହିଛନ୍ତି ଯେ, ମୋର ଏ ପ୍ରକାରର ଆଚରଣକୁ ନେଇ ମହିଳା ସାମ୍ବାଦିକ କ୍ଷୋଭ ପ୍ରକାଶ ଥିବାରୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ …

ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇଲେ, କ୍ଷମା ମାଗିଲେ ସୁରେଶ ଗୋପୀ Read More »