ବାପାମାଆଙ୍କ ପାଇଁ ଆସିଥିବା ଚିଠିକୁ ୮୦ ବର୍ଷ ପରେ ପାଇଲେ ଝିଅ

ନ୍ୟୁୟର୍କ: ୮୦ ବର୍ଷ ପରେ ମିଳିଲା ଚିଠି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ପୁଣି ଭାବୁଥିବେ ଦୀର୍ଘ ୮୦ ବର୍ଷ ପରେ ଚିଠି ମିଳିବା କ’ଣ ସମ୍ଭବ ? ହେଲେ ଘଟଣାଟି ସତ । ଆମେରିକାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଦମ୍ପତିଙ୍କ ନିକଟକୁ ଆସିଥିବା ଚିଠିକୁ ୮୦ ବର୍ଷ ପରେ ତାଙ୍କ ଝିଅ ପାଇଛନ୍ତି । ଯାହାକୁ ଦେଖି ସେ ନିଜେ ବି ଆଶ୍ଚର୍ଯ୍ୟ …

ବାପାମାଆଙ୍କ ପାଇଁ ଆସିଥିବା ଚିଠିକୁ ୮୦ ବର୍ଷ ପରେ ପାଇଲେ ଝିଅ Read More »