କତାରରେ ଫସିଥିବା ପୂର୍ବତନ ଭାରତୀୟ ନୌସେନାଙ୍କୁ ଆଶ୍ୱସ୍ତି, ମୃତ୍ୟୁଦଣ୍ଡ ସ୍ଥଗିତ

ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଦିଆଯିବନି ଫାଶୀ । କତାର କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି । ଗତ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏହାକୁ ବିରୋଧ କରି ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଅପିଲ କରିଥିଲେ । ଏହା ଉପରେ …

କତାରରେ ଫସିଥିବା ପୂର୍ବତନ ଭାରତୀୟ ନୌସେନାଙ୍କୁ ଆଶ୍ୱସ୍ତି, ମୃତ୍ୟୁଦଣ୍ଡ ସ୍ଥଗିତ Read More »