ମହିଳାଙ୍କ ଡରରେ ୫୫ ବର୍ଷ ହେଲା ଏକାନ୍ତବାସ
ଜଣେ ୭୧ ବର୍ଷୀୟ ଆଫ୍ରିକୀୟ ବ୍ୟକ୍ତି ମହିଳାଙ୍କୁ ଏତେ ଭୟ କରନ୍ତି ଯେ ସେ ଦୀର୍ଘ ୫୫ ବର୍ଷ ହେଲା ଗୋଟିଏ ୧୫ ଫୁଟ୍ ବାଡ଼ ଘେରା ନିର୍ଜନ ଘରେ ଏକାନ୍ତବାସରେ ଜୀବନ କଟାଇ ଆସୁଛନ୍ତି । କାଲିକ୍ଷ୍ଟ ଏଞ୍ଜାମୱିତା ନାମକ ଏହି ବ୍ୟକ୍ତିଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା, ସେତେବେଳେ ମହିଳାଙ୍କ ଡର ତାଙ୍କ ପାଇଁ ଅସହ୍ୟ ବୋଲି ସେ ଅନୁଭବ କଲେ । ସେ ମହିଳାମାନଙ୍କ ପାଖାପାଖି ଇଲାକାରେ ବି ରହିବାକୁ ଆତଙ୍କିତ …