ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ
ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ ପ୍ରବାହ ପିକରେ ଥିବାବେଳେ ଦେଶରେ ତିନି ସପ୍ତାହରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏବେ …
ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ Read More »