ଗଗନଯାନ ପୂର୍ବରୁ ମହାକାଶକୁ ଯିବ ଭାରତର ପ୍ରଥମ ମହିଳା ରୋବଟ୍‌

ନୂଆଦିଲ୍ଲୀ : ମଣିଷ ପୂର୍ବରୁ ମହାକାଶ ଯିବ ରୋବଟ୍ । ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ୍ ମହାକାଶଚାରୀକୁ ପଠାଇବ ଭାରତ । ଏହି ମହିଳା ରୋବର୍ଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମ୍ର ଅର୍ଥ ମହାକାଶ ଏବଂ ମିତ୍ରର ଅର୍ଥ ବନ୍ଧୁ । ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ଅର୍ଥ ମହାକାଶ ମିତ୍ର ରଖାଯାଇଛି । ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର ଭାରତର ଗଗନଯାନ …

ଗଗନଯାନ ପୂର୍ବରୁ ମହାକାଶକୁ ଯିବ ଭାରତର ପ୍ରଥମ ମହିଳା ରୋବଟ୍‌ Read More »