ରାଜପରିବାର ନବଜାତର ୧୫୭ ଅକ୍ଷର ବିଶିଷ୍ଟ ନାମ

ଭାରତୀୟ ଚଳଣିରେ ନବଜାତକର ନାମକରଣ ବିଶେଷ ଗୁରୁତ୍ୱ ରଖେ । ଏଥିରେ ବଂଶ , ବୁନିଆଦ ତଥା ଗ୍ରହ,ରାଶି ଓ ନକ୍ଷତ୍ର ଚଳଣିକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ଏହି ଧାରାରେ ଭିନ୍ନତା ପରିଲକ୍ଷିତ ହୁଏ । ନବଜାତକର ନାମକରଣ କରିବାକୁ ଯାଇ ଅନେକ ସମୟରେ ବାପାମାଆ ଏମିତି କିଛି କରି ବସନ୍ତି, ଯାହା ଚର୍ଚ୍ଚାକୁ ଆସିଥାଏ । ବିଶେଷକରି ନାମର ଅଧିକ ଶବ୍ଦ ବିଶିଷ୍ଟ ନାମକରଣକୁ ଗୁରୁତ୍ୱ ଦିଆଯାଇଥାଏ । ନିକଟରେ ସ୍ପେନର ରାଜା …

ରାଜପରିବାର ନବଜାତର ୧୫୭ ଅକ୍ଷର ବିଶିଷ୍ଟ ନାମ Read More »