ଆର୍ଥିକ ସଙ୍କଟ ଯୋଗୁ ୧୨ଟି ଅଣ୍ଡାର ଦାମ୍ ୪୦୦ ଟଙ୍କା
ଲାହୋର: ଡଜନେ ଅଣ୍ଡାର ଦାମ୍ ୪ ଶହ ଟଙ୍କା । ଏହା ଶୁଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରରେ ଏକ ଡଜନ୍ ବା ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଆର୍ଥିକ ସଙ୍କଟ ଯୋଗୁ ଏହି ଦରଦାମ ବୃଦ୍ଧି ପାଇଛି । ସେହିପରି ଅଧିକାଂଶ ସାମଗ୍ରୀର ଦାମ ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ସେସବୁ ସାମଗ୍ରୀ ନିମନ୍ତେ ସରକାର ଧାର୍ଯ୍ୟ କରିଥିବା …