ଭାରତୀୟ ଯବାନଙ୍କ ହତ୍ୟାକାରୀ PLA ଚୀନ୍ ପାଳିତ ଆତଙ୍କବାଦୀ ସଂଗଠନ, ମିଆଁମାରୁ କରୁଛି ଅପରେଟ୍
ମଣିପୁରରେ ଶନିବାର ଦିନ ଆସାମ ରାଇଫଲର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣରେ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ୬ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ନିଜକୁ ଉତ୍ତରଦାୟୀ କରିଛି ପିପୁଲ’ସ ଲିବରେସନ୍ ଆର୍ମି-ମଣିପୁର । ଠିକ୍ ଶୁଣିଛନ୍ତି ଖାଲି ଚୀନରେ ନୁହେଁ ଭାରତର ମଣିପୁରରେ ମଧ୍ୟ ଗୋଟିଏ ପିପୁଲ’ସ ଲିବରେସନ୍ ଆର୍ମି ରହିଛି । ଯାହାର ସଂପର୍କ ଚୀନ ସହିତ ରହିଛି । କର୍ଣ୍ଣସ ବିପ୍ଲବଙ୍କ …
ଭାରତୀୟ ଯବାନଙ୍କ ହତ୍ୟାକାରୀ PLA ଚୀନ୍ ପାଳିତ ଆତଙ୍କବାଦୀ ସଂଗଠନ, ମିଆଁମାରୁ କରୁଛି ଅପରେଟ୍ Read More »