ଅଦାଲତ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ, କ’ଣ ରହିଛି ଏଥିପାଇଁ ଦଣ୍ଡ ପ୍ରାବଧାନ ?
ପଞ୍ଜାବର ଲୁଧିଆନାର ଜିଲ୍ଲା ଅଦାଲତ ପରିସରରେ ଗୁରୁବାର ଦିନ ଜୋରଦାର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ଆହତ ମଧ୍ୟ ହୋଇଛନ୍ତି । ରାଜ୍ୟ ପୋଲିସ ପରେ ଏବେ ଏନଆଇଏ ଏହି ଘଟଣାର ତଦନ୍ତ କରୁଛି । ପଂଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଏହି ବିସ୍ଫୋରଣ ଘଟିଛି ତାକୁ ଶିଖ ଆତଙ୍କବାଦର ପୁନଃଉତ୍ଥାନ ସହିତ ଯୋଡିକି ଦେଖା ଯାଉଛି । କିଛିଦିନ ତଳେ ଦିଲ୍ଲୀର ରୋହିଣୀ ଅଦାଲତ …
ଅଦାଲତ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ, କ’ଣ ରହିଛି ଏଥିପାଇଁ ଦଣ୍ଡ ପ୍ରାବଧାନ ? Read More »