30 ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନହେଲେ ଦେବାକୁ ପଡିବ ଜରିମାନା
ନୂଆଦିଲ୍ଲୀ: ଏହା ଆପଣଙ୍କ କାମର ଖବର । ତେଣୁ ଧ୍ୟାନର ସହିତ ଏହି ତାରିଖକୁ ମନେ ରଖନ୍ତୁ । ଆୟକର, ଆଧାରକାର୍ଡକୁ ପ୍ୟାନ୍ ସହିତ ଲିଙ୍କ କରିବା ସମେତେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କୁ 30 ଜୁନ୍ ସୁଧା କରିବାକୁ ପଡିବ । ଅନ୍ୟଥା ଆପଣଙ୍କୁ ବଡ ଅଙ୍କର ଜରିମାନା ଦେବାକୁ ପଡିପାରେ । କେବଳ ଏତିକି ନୁହେଁ, ହୁଏତ ଆପଣ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ । ଏହା ମଧ୍ୟ ଆଶଙ୍କା ଯେ, …
30 ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନହେଲେ ଦେବାକୁ ପଡିବ ଜରିମାନା Read More »