ଭାରତ

India, Afghanistan, India investments in afghanistan, kabul parliament house, salma dam, stor palace,

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ …

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ Read More »

Cricket, cricket at olympics, 1896 olympics, paris olympics, france vs england, france and britain, st louis olympics, ICC, Indian cricket, cricket history at olympics, rising odisha

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ …

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍ Read More »

pegasus, spyware pegasus, hybrid war, hybrid warfare, cyber attack, India, rising odisha

ହାଇବ୍ରିଡ୍ ଯୁଦ୍ଧ କ’ଣ ?

ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ …

ହାଇବ୍ରିଡ୍ ଯୁଦ୍ଧ କ’ଣ ? Read More »

bindi war, india pakistan, social media war, twitter war between india and pakistan, sonam mahajan, bindis in islamabad, tikili yudha, tikili odisha, pakistan journalist, maharani gayatri devi, shilpa brand bindi, rising odisha

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି …

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ Read More »

RSS
Follow by Email
Scroll to Top
Close Bitnami banner
Bitnami