ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

pm modi, security breach, security lapse, ferozepur, bhathinda, punjab, punjab cm, charanjit channi, prime minister modi, SPG, blue book, yellow book, odia blog, rising odisha

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ବୁଧବାର ଦିନ ଭଟିଣ୍ଡା ରାସ୍ତାରେ ଯେଉଁଭଳି ଅଟକା ଗଲା ତାକୁ ନେଇ ଦେଶର ରାଜନୀତି ଗରମ ଅଛି । ଆନ୍ଦୋଳନକାରୀ ଚାଷୀ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୧୫ରୁ ୨୦ ମିନିଟ ଧରି ଅଟକାଇଥିଲେ ତାହାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଭାବିତ ହୋଇଥିଲା । ଅଭିଯୋଗ ହେଉଛି ଯେ, ପଂଜାବ ସରକାର ଓ ରାଜ୍ୟ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ଲୁ ବୁକ୍ ବା …

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା Read More »

puri, jagannath dham, lord jagannath, lord ram, bjp vs bjd, ayodhya, narendra modi, naveen patnaik, odisha cm, bjd, rising odisha

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ …

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା Read More »

demonetisation, note ban, modi govt, narendra modi, 500 and 1000 currency ban, currency ban, cashless transaction, black money, rising odisha

ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍

ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ ମୋଦି ଯେତେବେଳେ ବି ରାତିରେ ଲାଇଭ୍ ଆସିବେ ବୋଲି ଘୋଷଣା କରନ୍ତି ସେତେବେଳେ ଉଣା ଅଧିକ ସବୁ ଭାରତୀୟ ଭାବନ୍ତି …

ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍ Read More »

indian politics, new normal, cm change in india, chief minister change, captain amarinder singh, punjab cm, rising odisha

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା …

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ? Read More »

India, Afghanistan, India investments in afghanistan, kabul parliament house, salma dam, stor palace,

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ …

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ Read More »

e-RUPI, digital payment solution, Prime Minister Narendra Modi launched, narendra modi, cashless and contactless, online payment solution, digital india, rising odisha

E-RuPI କ’ଣ ?

ବିନା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନରେ ବି ହୋଇପାରିବ ଟଙ୍କା ଟ୍ରାନ୍ସଫର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ ତାରିଖ ଦିନ ଏକ ଡିଜିଟାଲ ପେମେଣ୍ଟ୍ ସଲ୍ୟୁସନ୍ ଲଂଚ୍ କରିଛନ୍ତି । ଯାହାର ନାମ ହେଉଛି ଇ-RUPI. ଏହା ହେଉଛି ଡିଜିଟାଲ କ୍ରାନ୍ତି ପଥରେ ଆଉ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଯୋଗୁ ବର୍ତ୍ତମାନ କେହି ମଧ୍ୟ ଅନଲାଇନ୍ ପେମେଣ୍ଟ୍ କରିପାରିବେ । ଇ-RUPIର ବିଶେଷତା ହେଉଛି ଯେ, ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନର ଆବଶ୍ୟକତା ପଡିବ …

E-RuPI କ’ଣ ? Read More »

subhransu roy, mukul roy son, subhranshu roy facebook post, reverse migration of bjp leaders

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ?

ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି ବସିଥିବା ନେତାଙ୍କ ତାଲିକାରେ ଅଛି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ନାମ । ପ୍ରଥମେ ଶୁଭ୍ରାଂଶୁଙ୍କ ଫେସବୁକ୍ …

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ? Read More »

RSS
Follow by Email
Scroll to Top
Close Bitnami banner
Bitnami