ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ
ନିକଟରେ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱରେ ଲୋକଙ୍କର ହାରାହାରି ଉଚ୍ଚତା ବୃଦ୍ଧି ପାଇଛି । କିନ୍ତୁ, ଭାରତ ସହିତ ଏହାର ଓଲଟା ହେଉଛି । ରିପୋର୍ଟ ମୁତାବକ ଭାରତୀୟମାନଙ୍କର ହାରାହାରି ଉଚ୍ଚତା ହ୍ରାସ ପାଇବାରେ ଲାଗିଛି । ଆଜ୍ଞା ହଁ, ଗୋଟେପଟେ ବିଶ୍ୱରେ ଲୋକମାନଙ୍କ ଉଚ୍ଚତା କ୍ରମଶଃ ବଢୁଥିବାବେଳେ ଭାରତ ପକ୍ଷରେ ଏହାର ଓଲଟା ହେଉଛି । ଭାରତୀୟଙ୍କ ଉଚ୍ଚତା ହ୍ରାସ ଚିନ୍ତାର କାରଣ ପାଲଟିଛି । କେଉଁ ଆଧାରରୁ ମିଳିଛି ଏହି ତଥ୍ୟ …
ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ Read More »