ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି
ଖୁବ୍ ଶୀଘ୍ର ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେଣେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଔପଚାରିକ ଘୋଷଣା କରି ସାରିଲେଣି । ଜନସଂଖ୍ୟା ବୃଦ୍ଧିକୁ ସାମାଜିକ ସଂକଟ ଭାବେ ଅଭିହିତ କରିଛନ୍ତି ଶର୍ମା । ଏହା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୂଆକରି ପୁଣିଥରେ …