Author name: user

mosquito trapper, mosquito repellant, solar mosquito trapper, matthews k matthews, kerala, biogas plant

ମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ର, ଥରେ ଲଗାଇବା ପରେ ଆଉ କରିବାକୁ ପଡେନା ଖର୍ଚ୍ଚ

“ହକର” ମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ର ବିଶ୍ୱରେ ୩୫ଶହରୁ ଅଧିକ ପ୍ରଜାତିର ମଶା ରହିଛନ୍ତି । ମଶାଙ୍କ କାରଣରୁ ଡେଙ୍ଗୁ, ମେଲେରିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ମଶା କାମୁଟଡିବା କାରଣରୁ ହେଉଥିବା ରୋଗରେ ପ୍ରତିବର୍ଷ ବିଶ୍ୱରେ ୭ ଲକ୍ଷ ପ୍ରାଣ ହରାଇଥାନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଅନେକ ଉପାୟ ଅବଲମ୍ବନ କରିଥାଉ । କିନ୍ତୁ ଖୋଲାରେ, ଯେମିତି ସ୍ୱରେଜ୍ ଟାଙ୍କି କିମ୍ବା ମଇଳା ପାଣି ଜମିଥିବା ସ୍ଥାନରେ ଅଧିକ …

ମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ର, ଥରେ ଲଗାଇବା ପରେ ଆଉ କରିବାକୁ ପଡେନା ଖର୍ଚ୍ଚ Read More »

allopathy, allopathic treatments, history of allopathy, IMA, Baba ramdev vs IMA, Allopathy vs Ayurveda, Ayurveda vs Allopathy, Modern science

ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ?

ଏଲୋପାଥି ନା ଆର୍ୟୁବେଦ ବାବା ରାମଦେବ ଓ ଆଇଏମଏ ଏବେ ପରସ୍ପର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପ୍ରତିଦିନ ବାବା ଓ ଆଇଏମଏ (ଇଣ୍ଡିଆନ୍ ମେଡିକାଲ  ଆସୋସିଏସନ୍) ମଧ୍ୟରେ ଚାଲିଛି ବାକଯୁଦ୍ଧ । ବାବା କହୁଛନ୍ତି ଏଲୋପାଥି ନୁହେଁ ଆର୍ୟୁବେଦ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା କରିଛି । ଆଇଏମଏ କହୁଛି ବାବା ଏମିତି କହି ଏଲୋପାଥୀର ବିଶ୍ୱସନୀୟତାକୁ ପ୍ରଶ୍ନଘେରକୁ ଆଣୁଛନ୍ତି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏଲୋପାଥୀର ଜନ୍ମ କେବେ ଓ …

ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ? Read More »

rajkishore maharana, arts, creativity, paintings, social awareness, coronavirus awareness, COVID19, social message

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

ଚାରିଆଡେ କରୋନାର କରାଳ ରୂପ । ଘଡ଼ିସନ୍ଧି ମୁହୂର୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତା ଦେବା ପାଇଁ କେତେବେଳେ କପଡ଼ା ମାସ୍କ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକି ଭଳି ଚିତ୍ର । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପ ହେଉଛନ୍ତି ପୁରଣା ଭୁବନେଶ୍ୱରର ରାଜକିଶୋର …

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ Read More »

covishield, vaccine dose, single vaccine dose, vaccine shortages India, vaccine shortages Odisha

ଆଗକୁ ସିଙ୍ଗଲ ଡୋଜ୍ ହୋଇପାରେ କୋଭିସିଲ୍ଡ୍ ଟିକା !

ଦେଶରେ ଏବେ ଟିକାର ଅଭାବକୁ ନେଇ ହୋହଲ୍ଲା ଚାଲିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ତାଙ୍କ ଅପାରଗତା ପାଇଁ ପ୍ରତିଦିନ ସମାଲୋଚନା କରୁଛନ୍ତି । ଟିକାର ଅଭାବକୁ ନେଇ ବାକଯୁଦ୍ଧ ଚାଲିଛି । ଏହାରି ଭିତରେ ଗୋଟିଏ ଖବର ଆସିଛି ଯାହା କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଚିନ୍ତା ବଢାଇ ଦେଇପାରେ । ଏହା ସହିତ ସରକାରଙ୍କ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ । କୁହାଯାଉଛି ଯେ, କୋଭିସିଲ୍ଡକୁ ସିଙ୍ଗଲ ଡୋଜ୍ ଟିକା କରିବାକୁ …

ଆଗକୁ ସିଙ୍ଗଲ ଡୋଜ୍ ହୋଇପାରେ କୋଭିସିଲ୍ଡ୍ ଟିକା ! Read More »

oxygen man sachin, choti si aasha, sachin mohaptra, free oxygen cylinder, odisha

ଅକ୍ସିଜେନ ମ୍ୟାନ୍ ସଚିନ୍‌

ଯଦି କେହି କୋଭିଡ୍ ଆକ୍ରାନ୍ତଙ୍କ ଅମ୍ଲଜାନସ୍ତର କମୁଛି । ଆଉ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି । ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଯଦି କାହାର ଅମ୍ଲଜାନ କମି ଯାଉଛି। ତୁରନ୍ତ ସେହି ଅସହାୟଙ୍କ ପାଖରେ ପହଂଚି ଯାଏ ‘ଛୋଟି ସି ଆଶା’ର  ଟିମ୍ । ଏହି ଟିମ୍ କରୋନାର ସଞ୍ଜିବନୀ ପାଲଟି ଥିବା ଅକ୍ସିଜେନ ସିଲିଣ୍ଡର ଯୋଗାଇ ସେମାନଙ୍କ ଜୀବନ ବଂଚାଉଛି । ଏଥର କରୋନା ଲହରରେ ‘ଛୋଟି ସି ଆଶା’ ଏକ ବଡ଼ …

ଅକ୍ସିଜେନ ମ୍ୟାନ୍ ସଚିନ୍‌ Read More »

laura mahapatra, 12 year old girl, selling snacks item, home delivery, Help odisha, big inspiration

ଉଦାହରଣ ସାଜିଛନ୍ତି ଲୌରା

ଆମେରିକାରେ ରହୁଛନ୍ତି, ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ହେଲେ ଭାରତ ତଥା ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଙ୍କ ମନରେ ଉଦ୍‌ବେଗ । ନିଜ ଉଦ୍ୟମରେ ଓଡ଼ିଶାକୁ ସହାୟତା ଦେବା ପାଇଁ ଘରକୁ ଘର ବୁଲି ବିକୁଛନ୍ତି ସ୍ନାକ୍ସ । ଭାରତୀୟ ବଜାରରେ ମିଳୁଥିବା ସ୍ନାକ୍ସର ସ୍ୱାଦ ଆମେରିକୀୟଙ୍କୁ ଦେବା ସହ ଲକ୍ଷ୍ୟ ରଖିଛନ୍ତି ସଂଗ୍ରହ କରିବେ ୨ ହଜାର ଡଲାର । ଏହାକୁ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ପଠାଇବେ । ଓଡ଼ିଶାଠାରୁ ୧୩ ହଜାର …

ଉଦାହରଣ ସାଜିଛନ୍ତି ଲୌରା Read More »

fuel price rising, petrol hike, petrol price rise, increasing petrol price

ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର

ଗୋଟେ ପଟେ କରୋନାର ଭୟ ଅନ୍ୟପଟେ ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର । ଟି-20 ମ୍ୟାଚର 20 ଓଭରରେ ଗୋଟିଏ ଟିମ୍ ସେତିକି ରନ କରି ପାରିବ ନାହିଁ ଯେତିକି ପେଟ୍ରୋଲ ଦର ଗତ 7 ବର୍ଷ ଭିତରେ ବଢିଛି । ଏମିତିରେ କହିଲେ ବ୍ରାଡ୍ ମ୍ୟାନଙ୍କ 99.94 ଆଭରେଜ୍ ବି ଭାରତର ପେଟ୍ରୋଲ ଦରବୃଦ୍ଧି ସହ ଟକ୍କର ଦେଇ ପାରିବନି । ଗଲା 7 ବର୍ଷରେ ଅଛେ ଦିନ୍ ଆସିଛି ନା ନାହିଁ …

ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର Read More »

asian paints, Indian no 1 company, founders of asian paint company

ଏକ ଗ୍ୟାରେଜରୁ ଜନ୍ମ ନେଇଥିବା ଏହି ରଙ୍ଗ କମ୍ପାନୀ ଏବେ ଦେଶରେ ନମ୍ବର ୱାନ୍,ବିଦେଶୀ କମ୍ପାନୀ ଙ୍କୁ ଦେଉଛି ଟକ୍କର

୧୯୪୨ । ଦେଶରେ ଭାରତ ଛାଡ ଆନ୍ଦୋଳନ ଚାଲୁଥାଏ । ମହାତ୍ମା ଗାନ୍ଧୀଙ୍କ କର ବା ମର ଡାକରାରେ ପୁରା ଦେଶ ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧର ରାସ୍ତାରେ ଥିଲା । ଏହାରି ଭିତରେ ମୁମ୍ବାଇ ବା ସେତେବେଳର ବମ୍ବେର ଗୋଟିଏ ଛୋଟ ଗ୍ୟାରେଜରେ ଗୋଟିଏ ରଙ୍ଗ କମ୍ପାନୀରୁ ମୁଳଦୁଆ ପଡୁଥିଲା । ଯାହା ଆଗକୁ ଚାଲି ବଡ଼ ବଡ଼ ବ୍ରାଣ୍ଡଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଉଥିଲା । ସେହି କମ୍ପାନିର ନାମ ହେଉଛି ଏସିଆନ୍ ପେଣ୍ଟସ । ସମ୍ପୂର୍ଣ୍ଣ …

ଏକ ଗ୍ୟାରେଜରୁ ଜନ୍ମ ନେଇଥିବା ଏହି ରଙ୍ଗ କମ୍ପାନୀ ଏବେ ଦେଶରେ ନମ୍ବର ୱାନ୍,ବିଦେଶୀ କମ୍ପାନୀ ଙ୍କୁ ଦେଉଛି ଟକ୍କର Read More »

Third Gender Association leader, menaka kinnar, social welfare, sanitization drive, social activist, Odisha Kinnar,

ସମାଜ କଲ୍ୟାଣରେ ମେନକା କିନ୍ନର

ଏବେ କରୋନାର ଦ୍ୱିତୀୟ ଲହର କରାଳ ରୂପ ନେଇଛି । ଚାରିଆଡେ ଭୟର ବାତାବରଣ । ଏହି ଘଡ଼ିସନ୍ଧି ମୁହୂର୍ତରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଦିନରାତି ଏକ କରିଦେଇଛନ୍ତି ଜଣେ ତୃତୀୟଲିଙ୍ଗୀ । ସେ ହେଉଛନ୍ତି ମେନକା କିନ୍ନର । ସେ ବସ୍ତିବାସିନ୍ଦାଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଭୋକିଲା, ଅସହାୟ ଏବଂ ଦୁସ୍ଥଙ୍କ ପାଇଁ ଦରଦୀ ମନୋଭାବ ପୋଷଣ କରିଛନ୍ତି ।  ସମସ୍ତଙ୍କ ପାଇଁ ସେ ପାଲଟିଛନ୍ତି ‘ମା’ । ବ୍ୟକ୍ତିଗତ …

ସମାଜ କଲ୍ୟାଣରେ ମେନକା କିନ୍ନର Read More »

covid warrior, corona warrior, corona protector, rashmita panigrahi, Ganjam district

୧୪୦ ପରିବାରର କରୋନା କବଚ ରଶ୍ମିତା

ମା’ମାନେ ଚାହିଁଲେ ହିଁ କରୋନା ଗାଁରେ ପଶି ପାରିବ ନାହିଁ । ସେମାନେ ହିଁ କରୋନାର ପ୍ରକୃତ କବଚ । ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସକୁ  ବୋଲି ଠିକ୍ ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ବଡ଼ଖୋଲି ଗାଁର ଅଙ୍ଗନବାଡ଼ି ଦିଦି ରଶ୍ମିତା । ପୁରା ନାମ ରଶ୍ମିତା କୁମାରୀ ପାଣିଗ୍ରାହୀ । ୩୩ ବର୍ଷୀୟା …

୧୪୦ ପରିବାରର କରୋନା କବଚ ରଶ୍ମିତା Read More »

RSS
Follow by Email
Scroll to Top
Close Bitnami banner
Bitnami