Author name: user

bjp leaders ghar wapsi, ghar wapsi, tmc, trinamool congress returns, bjp leaders returns to tmc

ପଶ୍ଚିମବଙ୍ଗ ବିଜେପିରେ ରିଭର୍ସ ମାଇଗ୍ରେସନ୍ ର ପଦଧ୍ୱନୀ, ଯେଉଁମାନେ ଆସିଥିଲେ ସେମାନେ ଯିବାକୁ ପେଡିପୁଟୁଳା ବାନ୍ଧୁଛନ୍ତି !

ବିଜେପି ନେତାମାନେ ଟିଏମସିକୁ “ଘର ବାପସୀ” ପଶ୍ଚିମବଙ୍ଗର ସରକାର ଗଠନ ଲାଗି ବିଜେପି ସ୍ୱପ୍ନ ପାଣିଫୋଟକା ପରି ମିଳେଇ ଗଲା । ଦିଦି ଖେଲା ହୋବେ ବୋଲି କହି ସତସତିକା ଖେଳ କରିଦେଲେ । କିନ୍ତୁ ଲାଗୁଛି ଏବେ ମଧ୍ୟ ଖେଳ ସରିନି । ଏବେ ରାଜ୍ୟ ବିଜେପି ଭିତରେ ଆଉ ଗୋଟିଏ ଖେଳ ହେବାର ସଂକେତ ମିଳିଲାନି । ନିର୍ବାଚନ ପୂର୍ବରୁ ଯେଉଁ ସବୁ ତୃଣମୂଳ ନେତା ବହୁତ ଆଶା ନେଇ ଆସିଥିଲେ ଏବେ ସେମାନେ …

ପଶ୍ଚିମବଙ୍ଗ ବିଜେପିରେ ରିଭର୍ସ ମାଇଗ୍ରେସନ୍ ର ପଦଧ୍ୱନୀ, ଯେଉଁମାନେ ଆସିଥିଲେ ସେମାନେ ଯିବାକୁ ପେଡିପୁଟୁଳା ବାନ୍ଧୁଛନ୍ତି ! Read More »

manasi prusty, konark manasi, self reliant, women empowerment, design bags, masks, creating jobs for women

ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତିି ମାନସୀ

କୋଣାର୍କର ମାନସୀ ପୃଷ୍ଟି । ଜଣେ ଉଚ୍ଚଶିକ୍ଷିତା ମହିଳା । ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ । ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି । ପୁରି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି । ତାଙ୍କ ପ୍ରସ୍ତୁତି …

ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତିି ମାନସୀ Read More »

e-waste, tallest electronics waste sculpture , e-waste burden , tallest e-waste sculpture, Electronic Waste

THE TALLEST ELECTRONICS WASTE SCULPTURE IN THE WORLD COMING UP AT ITI BERHAMPUR CAMPUS

Perturbed over the alarming rise of the e-waste burden in various cities, skilled professionals of ITI Berhampur have decided to install the tallest e-waste sculpture in the world to share a concern among the world community. As per the Waste Management Rules, 2016, the e-waste should be scientifically stored and dismantled as their unscientific management …

THE TALLEST ELECTRONICS WASTE SCULPTURE IN THE WORLD COMING UP AT ITI BERHAMPUR CAMPUS Read More »

bijaya jena, tree man bijaya, Environment protection, Bhubaneswar, satsang vihar, environment day

ବୃକ୍ଷ ମଣିଷ ବିଜୟ

ଗଛ ସହ ଖାଲି ତାଙ୍କର ଶରୀର ନୁହେଁ, ଆତ୍ମା ଜଡ଼ିତ । ଗଛ ପାଇଁ ସେ ବଂଚୁଥିଲେ, ଏବେ ବଂଚୁଛନ୍ତି ଆଉ ଶରୀରରେ ରକ୍ତ ଥିବା ଯାଏ ବଂଚୁଥିବେ । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୧ ଲକ୍ଷ ଗଛ ଲଗେଇସାରିଲେଣି ବିଜୟ ଜେନା । ଏ ନିଶା ତାଙ୍କୁ ଖାଲି ଖୁସି ଦେଉନି ବରଂ ପ୍ରକୃତି ମନରେ ମଧ୍ୟ ହସ ଫୁଟାଉଛି । ସେଥିପାଇଁ ତ ସିଏ ସମସ୍ତଙ୍କ ପାଇଁ  ବୃକ୍ଷ  ମଣିଷ । …

ବୃକ୍ଷ ମଣିଷ ବିଜୟ Read More »

khan sir patna, khan sir, slammed on twitter, trolled on social media, youtube teacher, online classes, bihar, youtuber

ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ‘ଖାନ ସାର୍ ପଟନା’

ଡିଜିଟାଲ ପ୍ଲାଟଫର୍ମରେ ଆଜିକାଲି ସମସ୍ତେ ନିଜର ଟ୍ୟାଲେଣ୍ଟ ସୋ କରି କିମ୍ବା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଫେମସ ହେଉଛନ୍ତି । ଅନେକ ରୋଜଗାର ମଧ୍ୟ କରୁଛନ୍ତି । ଅନଲାଇନ କ୍ଲାସ ଜରିଆରେ ହେଉ କିମ୍ବା କୌଣସି ଜାରୁରୀ ସୂଚନା ମାଧ୍ୟମରେ ଲୋକମାନଙ୍କ ଧ୍ୟାନ କେନ୍ଦ୍ରୀତ କରି ଟଙ୍କା କମାଉଛନ୍ତି । ତେବେ ଏହି ମଧ୍ୟମରେ ଅନେକ ଫେମସ ମଧ୍ୟ ହେଲେଣି । ପଟନାର ଖାନ ସାର୍ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ତାଙ୍କ …

ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ‘ଖାନ ସାର୍ ପଟନା’ Read More »

chinmayee, kinnar, transgender, gagan bihari das, funeral, corpse

ଶବର ଶେଷ ସାଥୀ ଚିନ୍ମୟୀ

କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା । ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର …

ଶବର ଶେଷ ସାଥୀ ଚିନ୍ମୟୀ Read More »

Kevin Jacob, btech first year student, designs mask, voice amplifier mask, mask with mic and speaker, kerala, thrisur district

ଅଜବ ପ୍ରକାରର ମାସ୍କ ‘ମାଇକ୍ ଓ ସ୍ପିକର’

ଅନେକ ସମୟରେ ନିଜର ନିଆରା ଆବିଷ୍କାର ଯୋଗୁ ଲୋକେ ପ୍ରସିଦ୍ଧ ହୋଇଯାଆନ୍ତି। କେରଳର ଥ୍ରୀସୁର ଜିଲ୍ଲାରେ ବିଟେକ ପ୍ରଥମ ବର୍ଷର ଜଣେ ଛାତ୍ର ଏକ ଅଜବ ପ୍ରକାରର ମାସ୍କ ପ୍ରସ୍ତୁତ କରିଛନ୍ତି । କେଭିନ ଜ୍ୟାକବ ନାମକ ଏହି ଛାତ୍ର ନିଆରା ତରିକା ଆପଣାଇ ଏହି ମାସ୍କ ତିଆରି କରିଛନ୍ତି, ଯେଉଁଥିରେ ଲୋକଙ୍କୁ ନା ନିଶ୍ୱାସ ନେବାରେ କଷ୍ଟ ହେବ ନା କହିବାରେ କିଛି ସମସ୍ୟା ଉପୁଜିବ। ଜ୍ୟାକବ ତିଆରି କରିଥିବା ଏହି ମାସ୍କରେ ରହିଛି ଏକ …

ଅଜବ ପ୍ରକାରର ମାସ୍କ ‘ମାଇକ୍ ଓ ସ୍ପିକର’ Read More »

places in India, three most beautiful places, kashmir, spiti valley, spiti ghati, belum caves, laitmawsiang meghalaya

କାଶ୍ମୀରକୁ ମଧ୍ୟ ଟକ୍କର ଦେଇଥାଏ ଭାରତର ଏହି ୩ଟି ସୁନ୍ଦର ସ୍ଥାନ

ଭାରତର ୩ ଟି ସୌନ୍ଦର୍ଯ୍ୟ ସ୍ଥାନ ଛୁଟିରେ ବୁଲିଯିବାର ନାମ ଆସିବା ମାତ୍ରେ ସମସ୍ତଙ୍କର ପ୍ରଥମ ପସନ୍ଦ କାଶ୍ମୀର ହୋଇଥାଏ । କିନ୍ତୁ ବାସ୍ତବରେ, କାଶ୍ମୀର ବ୍ୟତୀତ ଭାରତରେ ଅନେକ ସ୍ଥାନ ଅଛି ଯାହା ଖୁବ୍ ଆକର୍ଷିତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଭାରତର ଏପରି ୩ ଟି ସ୍ଥାନ ଯାହା ସୌନ୍ଦର୍ଯ୍ୟ ଦୃଷ୍ଟିରୁ କାଶ୍ମୀରକୁ ଟକ୍କର ଦେଇଥାଏ । ୧) ସ୍ପିତି ଘାଟୀ, ହିମାଚଳ ପ୍ରଦେଶ: ସ୍ପିତି ଉପତ୍ୟକା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨,୫୦୦ …

କାଶ୍ମୀରକୁ ମଧ୍ୟ ଟକ୍କର ଦେଇଥାଏ ଭାରତର ଏହି ୩ଟି ସୁନ୍ଦର ସ୍ଥାନ Read More »

hanuman chalisa, scripted on wood, wooden scripted hanuman chalisa, arun sahu

କାଠରେ ହନୁମାନ ଚାଳିଶା ପୁସ୍ତକ

କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ । ଏହି ରୋଗ କବଳରୁ ମୁକ୍ତି ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶର ଅନେକ ସ୍ଥାନରେ ପୂଜାପାଠ କରାଯାଉଥିବା ମଧ୍ୟ ନଜିର ରହିଛି । ଗଞ୍ଜାମ ଜିଲ୍ଲାର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ । ଏହି ସମୟରେ …

କାଠରେ ହନୁମାନ ଚାଳିଶା ପୁସ୍ତକ Read More »

modis brand value, BJP asset, modis brand value declined, corona second wave, vaccination policy

ମୋଦିଙ୍କ ବ୍ରାଣ୍ଡ ଭ୍ୟାଲୁୁ କମିଲେ ଏହା ହୋଇପାରେ ୭ଟି ପ୍ରଭାବ

ବିଜେପିର ଆସେଟ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ ଥିଲା ବିଜେପିର ଆସେଟ୍ । ଏବେ କିନ୍ତୁ ସେହି ବ୍ରାଣ୍ଡ୍ ଭ୍ୟାଲୁ ଧିରେ ଧିରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ପ୍ରବାହ ମୋଦି ବ୍ରାଣ୍ଡକୁ ଧ୍ୱସ୍ତବିଧ୍ୱଂସ୍ତ କରି ଦେଇଛି ବୋଲି ବିରୋଧୀ କହୁଛନ୍ତି । ଜାନୁଆରୀ ମାସରେ ମୋଦି ବ୍ରାଣ୍ଡକୁ ଦେଶର ୭୩ ପ୍ରତିଶତ ଥମସ୍ ଅପ୍ ସାଇନ୍ ଦେଇଥିଲେ । ଇଣ୍ଡିଆ ଟୁଡେ ଓ କର୍ଭି …

ମୋଦିଙ୍କ ବ୍ରାଣ୍ଡ ଭ୍ୟାଲୁୁ କମିଲେ ଏହା ହୋଇପାରେ ୭ଟି ପ୍ରଭାବ Read More »

RSS
Follow by Email
Scroll to Top
Close Bitnami banner
Bitnami