Author name: user

sonali, sonali priyadarshini, bhubaneswar techie, software engineer, software company, distributing foods to poor, free food distribution to poor and hungry

ଭୋକିଲାଙ୍କୁ ଖାଦ୍ୟ ବାଂଟୁଛନ୍ତି ସୋନାଲି

କରୋନା ପାଇଁ ଚାଲିଛି ଲକ୍‌ଡାଉନ୍ । ସପ୍ତାହନ୍ତ ସଟ୍‌ଡାଉନ୍ ସମୟରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି । ପରିବାର ମଧ୍ୟରେ କେହି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଙ୍କ ପାଖକୁ ନିଜ ଲୋକମାନେ ମଧ୍ୟ ଯାଉନାହାନ୍ତି । ଏଭଳି ସ୍ଥିତିରେ ରାଜଧାନୀରେ ବେସାହାରାଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ସୋନାଲି ପ୍ରିୟଦର୍ଶିନୀ । ସୋନାଲି ଭୁବନେଶ୍ୱରର ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଛନ୍ତି । ନିଜ କର୍ମମୟ ଜୀବନରୁ ସମୟ ବାହାର କରି ନିଜେ ରୋଷେଇ କରି ରାଜଧାନୀର …

ଭୋକିଲାଙ୍କୁ ଖାଦ୍ୟ ବାଂଟୁଛନ୍ତି ସୋନାଲି Read More »

japan pm, PM house, sori kantei, haunted house, ghost in Japan PM house

ଜାପାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁଛି ଆତ୍ମା !

ଜାପାନର ଟୋକିଓ ସ୍ଥିତ ପ୍ରଧାନମନ୍ତ୍ରୀ ଆବାସ ଅନେକ ଦିନ ଧରି ଖାଲି ପଡିଛି । ଯଦିଓ ଏହି ବାସଭବନର ରକ୍ଷଣାବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୦୧୨ ପରଠାରୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଆଧିକାରିକ ବାସଭବନ ରହସ୍ୟମୟ କାରଣ ପାଇଁ ଖାଲି ପଡ଼ିଛି । ୨୦୧୨ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ସେଠାରେ ରହିବାକୁ ମନା କରିଦେଇଥିଲେ । ସେହିଦିନଠାରୁ ଏହି ବାସଭବନ ଖାଲି …

ଜାପାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁଛି ଆତ୍ମା ! Read More »

saskia swann, secrets of private jets, above and beyond, russian billionaire, saudi prind private jet

ପ୍ରାଇଭେଟ୍ ଜେଟ୍ ଭିତରେ କ’ଣ ଚାଲେ ? ରହସ୍ୟ ଖୋଲିଲେ ପୂର୍ବତନ ଏୟାର ହୋଷ୍ଟେସ

ସାସ୍କିୟା ସବାନ ଅସଲ ରହସ୍ୟ ଉପରୁ ପରଦା ହଟାଇଛନ୍ତି ଦୁନିଆର କୋଟିପତି, ବଂଚିଯାଇଥିବା ରାଜାରାଜୁଡା ହାୱାରେ ଉଡ଼ିବାକୁ ପସନ୍ଦ କରନ୍ତି । ତେବେ ସେମାନେ କମର୍ସିଆଲ ବିମାନ ଅପେକ୍ଷା ନିଜର ବ୍ୟକ୍ତିଗତ ଜେଟ୍ ବ୍ୟବହାର କରନ୍ତି । କୁବେର ମାନଙ୍କ ପ୍ରାଇଭେଟ୍ ଜେଟରେ ଥାଏ ଦୁନିଆର ସବୁ ସୁଖସୁବିଧା । ପ୍ରାଇଭେଟ୍ ଜେଟରେ ବିମାନ ଚାଳକ ସଦସ୍ୟଙ୍କ ସହିତ ଏୟାରହୋଷ୍ଟସ୍ ମଧ୍ୟ ରହିଥାନ୍ତି । ଦୁନିଆର ଅନେକ ନାମିଦାମୀଙ୍କ ପ୍ରାଇଭେଟ୍ ଜେଟରେ ଏୟାର ହୋଷ୍ଟେଷ୍ ଥିବା ଜଣେ …

ପ୍ରାଇଭେଟ୍ ଜେଟ୍ ଭିତରେ କ’ଣ ଚାଲେ ? ରହସ୍ୟ ଖୋଲିଲେ ପୂର୍ବତନ ଏୟାର ହୋଷ୍ଟେସ Read More »

mysterious disease in canada, brain syndrome, new brunswick, brain disease, cow disease, 48 people dead, seeing dead peoples

ମହାମାରୀ ଭିତରେ କାନାଡାରେ ରହସ୍ୟମୟ ରୋଗ, ସ୍ୱପ୍ନରେ ଆସୁଛନ୍ତି ମୃତବ୍ୟକ୍ତି

କାନାଡାରେ ରହସ୍ୟମୟ ରୋଗ କ୍ୟୁବେକ୍: କରୋନା ଭାଇରସ ବିରୋଧରେ ଲଢୁଥିବା ପାଇଁ ଦୁନିଆ ପାଇଁ ଆସିଛି ଆଉ ଗୋଟିଏ ଖରାପ ଖବର । କାନାଡାରେ ପାଦ ଥାପିଛି ଏମିତି ଏକ ଭୟଙ୍କର ରୋଗ ଯାହା ବିଶେଷଜ୍ଞଙ୍କ ନିଦ ଉଡାଇ ଦେଇଛି । କାନାଡାର ଗୋଟିଏ ପ୍ରଦେଶର ଅତିକମରେ ୪୮ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିଦ୍ରାହିନତା, ଅଙ୍ଗରେ ଶିଥିଳତା ଓ ମତିଭ୍ରମର ଶିକାର ହେଉଛନ୍ତି । ଏହି …

ମହାମାରୀ ଭିତରେ କାନାଡାରେ ରହସ୍ୟମୟ ରୋଗ, ସ୍ୱପ୍ନରେ ଆସୁଛନ୍ତି ମୃତବ୍ୟକ୍ତି Read More »

mukesh mallick, ocean lover, sea lover, thalassophile, coastal area cleaning, OPSA Trust, Puri district, Odisha

ସମୁଦ୍ର ପ୍ରେମରେ କୁନି ପୁଅ ମୁକେଶ

ସମୁଦ୍ର କଥା କହିଲେ ଯାହାର ମନ ଅନ୍ୟମନସ୍କ ହୋଇଉଠେ । ସମୁଦ୍ରତଟବର୍ତୀ ଅଂଚଳକୁ ସଫା କରିବାରେ ଯାହାର କୁନି ହାତ ଓ ପାଦ ଥକେନି ସେ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଏକ ଛୋଟ ସମୁଦ୍ରକୂଳିଆ ଗାଁ ଗୁଣ୍ଡଳବା ଅଂଚଳର ମାମିନା ମଲ୍ଲିକଙ୍କ କୁନି ପୁଅ ମୁକେଶ । ପୁରା ନାମ ମୁକେଶ ମଲ୍ଲିକ । ବୟସ ପାଖାପାଖି ୧୪ । ଗାଁ ପାଖ ବେଳାଭୂମି ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ମୁକେଶ ସମୟ ପାଇଲେ …

ସମୁଦ୍ର ପ୍ରେମରେ କୁନି ପୁଅ ମୁକେଶ Read More »

tank man, microsoft bing, tank man image, bing search engine, microsoft blocked tank man images

ଚୀନକୁ ଡରୁଛି ମାଇକ୍ରୋସଫ୍ଟ,ସର୍ଚ୍ଚ ଇଞ୍ଜିନ ରୁ ଟ୍ୟାଙ୍କ୍ ମ୍ୟାନ୍ ଗାଏବ

ଇଞ୍ଜିନରୁ ଗାଏବ ହୋଇଯାଇଥିଲା ‘ଟ୍ୟାଙ୍କ୍ ମ୍ୟାନ୍’ ଗୁଗୁଲ, ଟ୍ୱିଟର, ଫେସବୁକ୍ । ଏହି ସବୁ କମ୍ପାନୀଙ୍କ ମଧ୍ୟରେ ଦୁଇଟି ସମାନତା ରହିଛି । ପ୍ରଥମତଃ ଏହି କମ୍ପାନୀ ସବୁ ଆମେରିକରୁ ଆସନ୍ତି । ଦ୍ୱିତୀୟତଃ ଏମାନେ ସ୍ୱାଧିନ ଅଭିବ୍ୟକ୍ତି ଉପରେ କାଳେ ଅଧିକ ଗୁରୁତ୍ୱ ଦିଅନ୍ତି  । ଭାରତ ସରକାରଙ୍କ ସହିତ ନୂଆ ଆଇଟି ନିୟମକୁ ନେଇ ଟ୍ୱିଟରର ଏବେ ଯୁଦ୍ଧ ଚାଲିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କ ମଧ୍ୟରୁ ଅନେକ …

ଚୀନକୁ ଡରୁଛି ମାଇକ୍ରୋସଫ୍ଟ,ସର୍ଚ୍ଚ ଇଞ୍ଜିନ ରୁ ଟ୍ୟାଙ୍କ୍ ମ୍ୟାନ୍ ଗାଏବ Read More »

prasanta kumar sethi, prasanta sethi, brahmapur councillor, police constable, cremated over 200 bodies, berhampur councillor

୨ ଶହ ଜଣଙ୍କୁ ମୁଖାଗ୍ନି ଦେଲେଣି ପ୍ରଶାନ୍ତ

ରାଜନୀତି ପରେ ପୋଲିସ୍ ଚାକିରି । ଏବେ ସବୁ କାମ ଛାଡ଼ି ଶ୍ମଶାନରେ ସେବକ । ଶ୍ମଶାନକୁ ଗଲେ ସମସ୍ତେ ତାଙ୍କୁ ହିଁ ଖୋଜନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ସହରର ପୂର୍ବତନ କାଉନ୍‌ସିଲର ତଥା ବିଜିପୁର ବାସିନ୍ଦା ପ୍ରଶାନ୍ତ କୁମାର ସେଠୀ । ତାଙ୍କୁ ବର୍ତମାନ ୪୭ ବର୍ଷ । ୧୭ ବର୍ଷ ବୟସରୁ ହିଁ ଅସହାୟଙ୍କ ଶବକୁ କାନ୍ଧ ଦେଇ ଆସୁଛନ୍ତି ପ୍ରଶାନ୍ତ । ୩୧ ବର୍ଷ ହେଲା ଶବ ସଂସ୍କାର କାର୍ଯ୍ୟରେ ନିଜକୁ …

୨ ଶହ ଜଣଙ୍କୁ ମୁଖାଗ୍ନି ଦେଲେଣି ପ୍ରଶାନ୍ତ Read More »

subhransu roy, mukul roy son, subhranshu roy facebook post, reverse migration of bjp leaders

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ?

ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି ବସିଥିବା ନେତାଙ୍କ ତାଲିକାରେ ଅଛି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ନାମ । ପ୍ରଥମେ ଶୁଭ୍ରାଂଶୁଙ୍କ ଫେସବୁକ୍ …

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ? Read More »

bangladesh vs India, economic growth, India gdp compared to bangladesh

ବାଂଲାଦେଶର ପ୍ରଗତିରୁ ବହୁତ କିଛି ଶିଖିପାରେ ଭାରତ

ବାଂଲାଦେଶ ଅର୍ଥନୀତି VS ଭାରତ ଅର୍ଥନୀତି ବାଂଲାଦେଶର ସ୍ୱାଧିନତାକୁ ୫୦ ବର୍ଷ ହୋଇଛି । ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ସେହି ବର୍ଷ ବାଂଲାଦେଶ ମଧ୍ୟ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହୋଇଥିଲା । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ବର୍ତ୍ତମାନ ବାଂଲାଦେଶ ଅର୍ଥନୀତି ଭାରତୀୟ ଅର୍ଥନୀତିକୁ ପଛରେ ପକାଇ ଆଗକୁ ଦୌଡୁଛି । ଏମିତିରେ …

ବାଂଲାଦେଶର ପ୍ରଗତିରୁ ବହୁତ କିଛି ଶିଖିପାରେ ଭାରତ Read More »

BJYD, biju yuva janata dal, biju yuva bahini, selfless service, mask distribution by biju yuva janata dal, relief distrbution, funeral of dead bodies

ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ

କରୋନା କାଳରେ ଲୋକଙ୍କ ସହ ସବୁବେଳେ ‘ବିଜୁ ଯୁବ ଜନତା ଦଳ’ ଭୁବନେଶ୍ୱର: କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ସଂକ୍ରମଣର ଭୟ ଲକଡାଉନ୍ ଆଣିଛି । ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପାଖରେ ଲକଡାଉନ୍ ଛଡା ଅନ୍ୟ ଉପାୟ ନଥିଲା । କାରଣ ଲକଡାଉନ୍ ହିଁ ସଂକ୍ରମଣ ଚେନରେ ବ୍ରେକ୍ କରିପାରେ । ତେବେ ଏହା ମଧ୍ୟ ସତେ ଯେ, ଲକଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ରୋଜଗାର ହରାଇଥିବା …

ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ Read More »

RSS
Follow by Email
Scroll to Top
Close Bitnami banner
Bitnami