Author name: user

smruti ranjan nayak, kendrapara, kendrpada, OPUS, odisha patita udhar samiti, painting, bhubaneswar unit 6

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ

ମୁଣ୍ଡରେ ଲମ୍ବା ଚୁଟି, କଳା ମିଟିମିଟି ଶରୀର ଏବଂ ଦେହରେ ଗାମୁଛା ଖଣ୍ଡେ ହେଉଛି ତାଙ୍କର ସମ୍ବଳ । କିନ୍ତୁ ତାଙ୍କ ହାତସ୍ପର୍ଶର ଯାଦୁକରୀ ଦେଖିଲେ ଯେକେହି ଭାବିବେ ସେ ଜଣେ ଅଭିଜ୍ଞ ଚିତ୍ରକର । ଦିନେ ଯେଉଁ ହାତରେ ଥିଲା ଭିକ୍ଷାଥାଳି, ଆଜି ସେହି ହାତରେ ସେ ଅତି ନିଖୁଣଭାବେ ଆଙ୍କି ଚାଲିଛନ୍ତି ରଙ୍ଗତୂଳୀରେ ସୁନ୍ଦର ଚିତ୍ର । ତାଙ୍କ ଅଦ୍ଭୁତ କଳାକୃତିର ଏହି ଚିତ୍ର ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ସେ ଦିନେ …

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ Read More »

asha karmi, asha karmi padma, padma pangi, bondaghati, bandaghati, malkangiri, andrahal panchayat, mudulipada hospital, service for bondaghati inhabitants

ବଣ୍ଡାଘାଟିରେ ପଦ୍ମାଙ୍କ ସେବା

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ୍ଡାଘାଟିରେ ନିରନ୍ତର ସେବା ଯୋଗାଉଛନ୍ତି ଆଶାକର୍ମୀ ପଦ୍ମା ପାଙ୍ଗି । କରୋନା ସମୟରେ ପରିବାରକୁ ପଛରେ ପକାଇ ଆଦିମ ଅଧିବାସୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ପଦ୍ମା । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଅନେକ ମାତ୍ରାରେ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ।  ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳର ଅଣ୍ଡ୍ରାହଲ ପଂଚାୟତରେ ଆଶାକର୍ମୀ ପଦ୍ମା ଅଂଚଳବାସୀଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ …

ବଣ୍ଡାଘାଟିରେ ପଦ୍ମାଙ୍କ ସେବା Read More »

trinamool congress mp, actor nusrat, nusrat jahan, nikhil jain, illegal marriage, nusrat jahan statement, invalid marriage, turkey marriage act, nusrat jahan and nikhil jain

ତୁର୍କୀ ମ୍ୟାରେଜ୍ ଆକ୍ଟ କ’ଣ ? କ’ଣପାଇଁ ଭାରତରେ ନୁସରତଙ୍କ ବିବାହ ଅବୈଧ ?

ତୃଣମୂଳ କଂଗ୍ରେସ ସାଂସଦ ନୂସରତ୍ ଜାହାଁ ବ୍ୟବସାୟୀ ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ଉପରେ ମୁହଁ ଖୋଲିଛନ୍ତି । ନୂସରତ କହିଛନ୍ତି ଯେ, ତାଙ୍କ ବିବାହ ଭାରତରେ ବୈଧ ହୋଇନଥିବାରୁ ତାଙ୍କ ପାଇଁ ତଲାକ ନେବା ଜରୁରୀ ନୁହେଁ । ନୂସରତ ଏକ ଲମ୍ବା ଚଉଡା ବୟାନ ଜାରି କରି କହିଥିଲେ ଯେ ତାଙ୍କ ବିବାହ ଭାରତରେ ବୈଧ ନଥିଲା କାରଣ ଏହା ଦୁଇଟି ଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ଓ ବିବାହ …

ତୁର୍କୀ ମ୍ୟାରେଜ୍ ଆକ୍ଟ କ’ଣ ? କ’ଣପାଇଁ ଭାରତରେ ନୁସରତଙ୍କ ବିବାହ ଅବୈଧ ? Read More »

indian army, indian armed forces, modernisation of indian armed forces, band tunes, indian army mess, indian army canteen, swadeshi, indian military modernisation

କ’ଣ ପାଇଁ ଭାରତୀୟ ସେନାର ବ୍ୟାଣ୍ଡ୍ ଧୂନ ବଦଳୁଛି ?

ଭାରତୀୟ ସେନା ନିଜର କିଛି ପରମ୍ପରରେ ପରିବର୍ତ୍ତନ କରିବାକୁ ବିଚାର କରୁଛି । ଏହା ମଧ୍ୟରେ ରହିଛି ବ୍ରିଟିଶ ଅମଳରୁ ଭାରତୀୟ ସେନାର ବ୍ୟାଣ୍ଡ୍ ଦ୍ୱାରା ପରିବେଶିତ ହେଉଥିବା ବିଭିନ୍ନ ଧୂନ୍ (ବ୍ୟାଣ୍ଡ୍ ଟ୍ୟୁନ୍) , ସ୍ୱାଧିନତା ପୂର୍ବରୁ ଦିଆଯାଉଥିବା ସାମରିକ ସମ୍ମାନ ଓ ସାମରିକ ଅଧ୍ୟୟନରେ ଭାରତୀୟ ଯୋଦ୍ଧାଙ୍କୁ ଅଧିକ ଗୁରୁତ୍ୱ ଦେବା । ଇଂରେଜ୍ ଅମଳର ବ୍ୟାଣ୍ଡ୍ ଟ୍ୟୁନ୍(ଧୂନ) ଭାରତୀୟ ସେନାର ବ୍ୟାଣ୍ଡ୍ ପାର୍ଟି ବିଭିନ୍ନ ସମାରୋହରେ ଯେଉଁ ସବୁ ଧୂନ ବଜାଇଥାଏ ତାହା …

କ’ଣ ପାଇଁ ଭାରତୀୟ ସେନାର ବ୍ୟାଣ୍ଡ୍ ଧୂନ ବଦଳୁଛି ? Read More »

term insurance, term insurance companies, death claim, claim settlement ratio, death claim, hdfc life, max life, life insurance, life insurance claim

ଟର୍ମ ଇନସ୍ୟୁରାନ୍ସ କାହିଁଙ୍କି ନେବେ? ନେଲା ବେଳେ କ’ଣ ଦେଖିବେ ?

କରୋନା ସବୁକିଛି ବଦଳାଇ ଦେଇଛି । ମହାମାରୀ କବଳରେ କିଏ କେତେବେଳେ ଆସିବ କିଛି କହି ହେବନାହିଁ । ଆମ ଆଖି ଆଗରେ ଏମିତି ଅନେକ ପରିବାର କରୋନା କାରଣରୁ ଛାରଖାର ହୋଇ ଯାଇଛି । ମହାମାରୀରେ ଗୋଟିଏ ପରିବାର ଯେତେବେଳେ ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଏ ସେତେବେଳେ ପଛରେ ରହିଯାଇଥିବା ଲୋକଙ୍କ ଉପରେ ଆର୍ଥିକ ବୋଝ ପାହାଡ ଭଳି ପଡେ । ଏହି ସମୟରେ ଟର୍ମ ଇନସ୍ୟୁରାନ୍ସ ବରଦାନ ସାବ୍ୟସ୍ତ ହୋଇଥାଏ । ଟର୍ମ …

ଟର୍ମ ଇନସ୍ୟୁରାନ୍ସ କାହିଁଙ୍କି ନେବେ? ନେଲା ବେଳେ କ’ଣ ଦେଖିବେ ? Read More »

4 freinds sundargarh, sundargarh 4 friends, last rites, dead bodies funeral, funeral services sundargarh, sidhant kumar panda, sishir kumar behera, manoj kumar tripathy, kamlesh nathani, free oxygen cyliner, over 300 dead bodies last rites

ଶବଙ୍କ ଶେଷ ସାଥୀ ୪ ବନ୍ଧୁ

ମୁତ୍ୟୁ ହିଁ ଏକମାତ୍ର ସତ୍ୟ ।  ଧନୀ ହେଉ କି ଗରିବ, ସମସ୍ତଙ୍କୁ ଦିନେ ଛାଡ଼ିବାକୁ ପଡ଼ିବ ଏ ସୁନ୍ଦର ପୃଥିବୀ । ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ । ମାତ୍ର କରୋନାର ଦ୍ୱିତୀୟ ଲହରି ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟଙ୍କ ଶବ ପାଖରେ ଛିଡ଼ା ହେବାକୁ ଭୟ କରୁଛନ୍ତି । କେବଳ …

ଶବଙ୍କ ଶେଷ ସାଥୀ ୪ ବନ୍ଧୁ Read More »

etf, etfs, exchange traded funds, gold etf, etf vs mutual fund, etf vs index fund, share market, financial well being, financially strong

କରୋନା ଟାଇମ: ଅଳ୍ପ ରିସ୍କ ନେଲେ ETFରୁ ମିଳିବ ବଢିଆ ରିଟର୍ଣ୍ଣ

ମହାମାରୀ ସମୟରେ ଅର୍ଥ ଆବଶ୍ୟକତାକୁ କେମିତି ପୁରା କରିବେ ? କରୋନା ଭାଇରସର ପ୍ରଭାବ ଅର୍ଥନୀତି ଉପରେ ପଡିଛି । ପୁରା ଦୁନିଆ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହି ଭାଇରସ ଖାଲି ଜୀବନକୁ ବିପଦରେ ପକାଇ ନାହିଁ ଏହା ମଧ୍ୟ ଜୀବିକାକୁ ବିପଦରେ ପକାଇ ଦେଇଛି । ଏମିତିରେ ନିବେଶକ ବର୍ତ୍ତମାନ ନିବେଶ କରିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି । କରୋନା କାଳର ତୁଳନା ୧୯୨୮ର ଗ୍ରେଟ୍ ଡିପ୍ରେସନ୍ …

କରୋନା ଟାଇମ: ଅଳ୍ପ ରିସ୍କ ନେଲେ ETFରୁ ମିଳିବ ବଢିଆ ରିଟର୍ଣ୍ଣ Read More »

centres vaccination, centres new vaccination policy, slow vaccination pace in India, shortage of vaccines, vaccine production, covishield, covaxin

ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ

ଧିମା ଟିକାକରଣ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଏବେ ଧିମା ପଡିଥିବା ଭଳି ଲାଗୁଛି । ମେ ମାସର ଦୈନିକ 4 ଲକ୍ଷ ସଂକ୍ରମଣ ମାମଲା ତୁଳନାରେ ଜୁନର ଦୈନିକ ଏକ ଲକ୍ଷ ମାମଲା ନିଶ୍ଚୟ ଆଶ୍ୱସ୍ତିକର । ଏହାଭିତରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ରୋଡ୍ ମ୍ୟାପ୍ ମଧ୍ୟ ଜାରି କରିସାରିଲେଣି । କେନ୍ଦ୍ରର ଦାବି ଯେ, ଡିସେମ୍ବର ସୁଧା ଦେଶର ସବୁ ନାଗରିକଙ୍କୁ ଟିକା ଦିଆଯିବ । …

ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ Read More »

ଗୌରବ ବଢ଼ାଇଲେ ଲିନାଶ୍ରୀ

ଦେଶର ଗୌରବ ବଢ଼ାଇଛନ୍ତି ଢେଙ୍କାନାଳ ଝିଅ ଡକ୍ଟର ଲିନାଶ୍ରୀ ଦଳବେହେରା । ତିନି ଜଣ ମହିଳା ଭୂ-ତତ୍ୱ ବିଜ୍ଞାନୀଙ୍କ ସହ ମିଶି କେବଳ ଭାରତର ଉତର ପୂର୍ବ ରାଜ୍ୟ ମେଘାଳୟ ପାହାଡ଼ରୁ ଡାଇନୋସରମାନଙ୍କର ଜୀବାଶ୍ମ ହାଡ଼ ଠାବ କରି ନାହାନ୍ତି ବରଂ ଶହେ ମିଲିୟନ ବର୍ଷ ତଳେ ଏହି ବିରାଟକାୟ ପ୍ରାଣୀ ଯେ ମେଘାଳୟରେ ରହୁଥିଲା ତାହା ମଧ୍ୟ  ପ୍ରମାଣିତ କରିଛନ୍ତି । ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୱାର୍ଡ ନମ୍ବର ୫ ସେନସାହିରେ …

ଗୌରବ ବଢ଼ାଇଲେ ଲିନାଶ୍ରୀ Read More »

bandita, free education for slum kids, rasulgarh, free education, lockdown, cannot afford online classes

ବସ୍ତିର ଆଲୋକବର୍ତିକା ବନ୍ଦିତା

ମହାମାରୀ କରୋନା ଯୋଗୁଁ ଶିକ୍ଷାକ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅଭାବ ଅନଟନରେ ରହୁଥିବା ପିଲାଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ଅପହଂଚ ହୋଇପଡ଼ିଛି । ତେବେ ଏହିଭଳି ଏକ ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବନ୍ଦିତା । ରସୁଲଗଡ଼ରେ ରହୁଥିବା ବନ୍ଦିତା ଇଲେକ୍‌ଟ୍ରୋନିକ୍ସରେ ଏମ୍‌ଏସି କରିବା ପରେ ଜନଗଣନା ଭବନରେ କାର୍ଯ୍ୟ କରୁଛନ୍ତି । ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସ୍ଥାନୀୟ ବିଭିନ୍ନ ବସ୍ତିରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । …

ବସ୍ତିର ଆଲୋକବର୍ତିକା ବନ୍ଦିତା Read More »

RSS
Follow by Email
Scroll to Top
Close Bitnami banner
Bitnami