ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ପ୍ରଣବ

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଉଚ୍ଚକୋଟୀର । ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୌଣସି ବି କ୍ଷେତ୍ରରେ, ସମସ୍ତେ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି । ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ ଦେଶର ସମ୍ମାନସ୍ପଦ ପରିଚୟ ଦେଇଛି । ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହି ଆସିଛି । ଯାହାକୁ ସବୁ ଦଳର ନେତାମାନେ ପାଳନ କରିଆସୁଛନ୍ତି । ହେଲେ ଶାଳୀନତା ଭୁଲି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି ଧର୍ମେନ୍ଦ୍ର । ମୋରଡ଼ା ଓ ବାରିପଦାରେ ନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରିଛନ୍ତି ଧର୍ମେନ୍ଦ୍ର

ନିର୍ବାଚନୀ ସଭାରେ ଶବ୍ଦ ବ୍ୟବହାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଟ୍ୱିଟ୍ ଯୁଦ୍ଧ । କହିଛନ୍ତି, ଓଡ଼ିଶାର ସଂସ୍କୃତି ଉଚ୍ଚକୋଟୀର । ସମସ୍ତେ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି । ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ ଦେଶର ସମ୍ମାନସ୍ପଦ ପରିଚୟ ଦେଇଛି । ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଉଚ୍ଚକୋଟୀର ଶାଳୀନତା ରହି ଆସିଛି । ଯାହାକୁ ସବୁ ଦଳର ନେତାମାନେ ପାଳନ କରିଆସୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାଳୀନତା କ’ଣ ଭୁଲି ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମଧ୍ୟ ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି ଧର୍ମେନ୍ଦ୍ର ବୋଲି କହିଛନ୍ତି ପ୍ରବଣ ପ୍ରକାଶ ଦାସ ।

bjd mp candidate pranab prakash dashMLA Pranab prakash dasPranab criticized Dharmendra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami