ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର : ପୁଣି ଆଚରଣବିଧି ଉଲ୍ଲଂଘନ କଲା ବିଜେପି । ଟିଟିଲାଗଡ଼ର ବିଜେପି ପ୍ରାର୍ଥୀ ନବୀନ ଜୈନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ସାଇଲେଣ୍ଟ ଆୱାରରେ ସେ କରିଛନ୍ତି ନିର୍ବାଚନ ପ୍ରଚାର । ସାଧାରଣ ସଭାରେ ସେ ଲୋକଙ୍କୁ ଧମକ ଦେଇଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଘରେ ପଶି ପିଟିବା ପାଇଁ ଧମକ ଦେଇଛନ୍ତି ପ୍ରାର୍ଥୀ । କ୍ଷମତା ଲାଳସାରେ ଅନ୍ଧ ହୋଇ ସେ ଏପରି କାର୍ଯ୍ୟ କରିଛନ୍ତି ବୋଲି କହିଛି ବିଜେଡି । ବିଜେପି ନୀତି ଓ ନୈତିକତାକୁ ବି ଭୁଲିଯାଇଛି । ବିଜେପି ପ୍ରାର୍ଥୀ ଟିଟିଲାଗଡରେ ବିଜେପି ପ୍ରାର୍ଥୀ ଶାଢୀ ବାଣ୍ଟିଛନ୍ତି । ଏପରିକି ଭୋଟରଙ୍କୁ ମଦ ବାଣ୍ଟିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି ବିଜେଡି ।

bjd meet ceobjd meet ceo against bjp
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami